ଜେଟ୍‌ ଫୁଏଲ୍‌ରେ ଟିକସ ହ୍ରାସ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଜେଟ୍‌ ଫୁଏଲ୍‌ ଉପରେ ସରକାରଙ୍କ ପକ୍ଷରୁ ଲାଗୁ କରାଯାଉଥିବା ଗେଟ୍‌ ଟ୍ୟାକ୍ସର ପରିମାଣ ହ୍ରାସ ନେଇ ଆଜି ଘୋଷଣା କରାଯାଇଛି। ପୂର୍ବରୁ ଏହାର ପରିମାଣ ୧୪ ପ୍ରତିଶତ ଥିଲା ଏବଂ ବର୍ତ୍ତମାନ ଏହା ୧୧ ପ୍ରତିଶତକୁ ଖସିଆସିଥିବା କୁହାଯାଇଛି। ଏହି ନିଷ୍ପତ୍ତି ଫଳରେ ସଙ୍କଟରେ ଥିବା ବିମାନ ବ୍ୟବସାୟ ପାଇଁ ଆଶ୍ୱସ୍ତି ସ୍ୱରୂପ ବିମାନ ଇନ୍ଧନର ଦର ହ୍ରାସ ପାଇ ପାରିବ। ଆସନ୍ତାକାଲିଠାରୁ ଏହି ନୂତନ ଦର ଲାଗୁ ହେବ। ସରକାରଙ୍କର ଏହି […]

jet-fuel

Hemant Lenka
  • Published: Wednesday, 10 October 2018
  • , Updated: 10 October 2018, 10:19 PM IST

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଜେଟ୍‌ ଫୁଏଲ୍‌ ଉପରେ ସରକାରଙ୍କ ପକ୍ଷରୁ ଲାଗୁ କରାଯାଉଥିବା ଗେଟ୍‌ ଟ୍ୟାକ୍ସର ପରିମାଣ ହ୍ରାସ ନେଇ ଆଜି ଘୋଷଣା କରାଯାଇଛି। ପୂର୍ବରୁ ଏହାର ପରିମାଣ ୧୪ ପ୍ରତିଶତ ଥିଲା ଏବଂ ବର୍ତ୍ତମାନ ଏହା ୧୧ ପ୍ରତିଶତକୁ ଖସିଆସିଥିବା କୁହାଯାଇଛି।

ଏହି ନିଷ୍ପତ୍ତି ଫଳରେ ସଙ୍କଟରେ ଥିବା ବିମାନ ବ୍ୟବସାୟ ପାଇଁ ଆଶ୍ୱସ୍ତି ସ୍ୱରୂପ ବିମାନ ଇନ୍ଧନର ଦର ହ୍ରାସ ପାଇ ପାରିବ। ଆସନ୍ତାକାଲିଠାରୁ ଏହି ନୂତନ ଦର ଲାଗୁ ହେବ। ସରକାରଙ୍କର ଏହି ନିର୍ଦ୍ଦେଶରେ କୁହାଯାଇଛି, ଜାତୀୟ ସ୍ୱାର୍ଥ ଦୃଷ୍ଟିରୁ ଏହା ବହୁତ ଜରୁରି ଥିଲା।

Related story