ଘର, ଅଟୋ ଋଣ ଆହୁରି କମିବ

ନୂଆଦିଲ୍ଲୀ: ଆଗକୁ ଘର ଓ ଅଟୋ ଋଣ ଆହୁରି କମିବ। ଶୁକ୍ରବାର ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ। ସେ କହିଛନ୍ତି ଯେ ଆଗକୁ ଘର, ଅଟୋ ଓ ଅନ୍ୟାନ୍ୟ ଋଣ ଉପରେ ଇଏମଆଇ ଆହୁରି କମିବ। ଏଥିପାଇଁ ବ୍ୟାଙ୍କ ଗୁଡ଼ିକ ପ୍ରତିଶ୍ରୁତି ଦେଇଛନ୍ତି। ସେ ଆହୁରି ମଧ୍ୟ କହିଥିଲେ ଯେ ପିଏସୟୁ ବ୍ୟାଙ୍କ ଗୁଡ଼ିକ ଅଧିକ କ୍ୟାପିଟାଲ୍ ଇନଫ୍ୟୁଜନ ପାଇଁ ଯେଉଁ ଦାବି କରି ଆସୁଛନ୍ତି ତା’ଉପରେ ମଧ୍ୟ ବିଚାର କରାଯାଉଛି।

Arun

Rakesh Mallick
  • Published: Friday, 12 June 2015
  • , Updated: 12 June 2015, 05:19 PM IST

ନୂଆଦିଲ୍ଲୀ: ଆଗକୁ ଘର ଓ ଅଟୋ ଋଣ ଆହୁରି କମିବ। ଶୁକ୍ରବାର ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ। ସେ କହିଛନ୍ତି ଯେ ଆଗକୁ ଘର, ଅଟୋ ଓ ଅନ୍ୟାନ୍ୟ ଋଣ ଉପରେ ଇଏମଆଇ ଆହୁରି କମିବ। ଏଥିପାଇଁ ବ୍ୟାଙ୍କ ଗୁଡ଼ିକ ପ୍ରତିଶ୍ରୁତି ଦେଇଛନ୍ତି।

ସେ ଆହୁରି ମଧ୍ୟ କହିଥିଲେ ଯେ ପିଏସୟୁ ବ୍ୟାଙ୍କ ଗୁଡ଼ିକ ଅଧିକ କ୍ୟାପିଟାଲ୍ ଇନଫ୍ୟୁଜନ ପାଇଁ ଯେଉଁ ଦାବି କରି ଆସୁଛନ୍ତି ତା’ଉପରେ ମଧ୍ୟ ବିଚାର କରାଯାଉଛି।

Related story