ଗୋପାଳପୁର: ଟାଟାଷ୍ଟିଲ ସ୍ୱତନ୍ତ୍ର ଅର୍ଥନୈତିକ ଜୋନର ନୂତନ ୟୁନିଟ୍ ସ୍ଥାପନ ପାଇଁ ଶିଳାନ୍ୟାସ

ବ୍ରହ୍ମପୁର: ଟାଟା ଷ୍ଟିଲର ଗୋପାଳପୁର ଇଣ୍ଡିଷ୍ଟ୍ରିଆଲ୍ ପାର୍କ ପରିସରରେ ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍ ନିମନ୍ତେ ଏକ ନୂତନ ୟୁନିଟ୍ ସ୍ଥାପନ ପାଇଁ ବୁଧବାର ଶିଳାନ୍ୟାସ କରଯାଇଛି। ଏହି ୟୁନିଟରୁ ପ୍ରତିରକ୍ଷା ବିଭାଗ ନିମନ୍ତେ ଏରିୟଲ୍ ଟାର୍ଗେଟ ଉପକରଣ ନିର୍ମାଣ କରାଯିବ। ସେହିପରି ଟାଟାଷ୍ଟିଲର ପ୍ରସ୍ତାବିତ ଫେରୋକ୍ରମ୍ ପ୍ଲାଣ୍ଟରୁ ଆସନ୍ତା ଜାନୁୟାରୀରୁ ଉତ୍ପାଦନ ଆରମ୍ଭ ହେବ ବୋଲି ଏହାର ଏମଡି କହିଛନ୍ତି। ମୁମ୍ବାଇର ସିଓର ସେଫଟି ସଲୁଶନ ପ୍ରାଇଭେଟ ଲିମିଟେଡ ଓ ୟୁକେର ମେଗିଟ କମ୍ପାନୀ ମିଳିତ ଭାବେ ଏହାକୁ […]

tata steel

Rakesh Mallick
  • Published: Thursday, 29 October 2015
  • , Updated: 29 October 2015, 10:13 AM IST

ବ୍ରହ୍ମପୁର: ଟାଟା ଷ୍ଟିଲର ଗୋପାଳପୁର ଇଣ୍ଡିଷ୍ଟ୍ରିଆଲ୍ ପାର୍କ ପରିସରରେ ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍ ନିମନ୍ତେ ଏକ ନୂତନ ୟୁନିଟ୍ ସ୍ଥାପନ ପାଇଁ ବୁଧବାର ଶିଳାନ୍ୟାସ କରଯାଇଛି। ଏହି ୟୁନିଟରୁ ପ୍ରତିରକ୍ଷା ବିଭାଗ ନିମନ୍ତେ ଏରିୟଲ୍ ଟାର୍ଗେଟ ଉପକରଣ ନିର୍ମାଣ କରାଯିବ। ସେହିପରି ଟାଟାଷ୍ଟିଲର ପ୍ରସ୍ତାବିତ ଫେରୋକ୍ରମ୍ ପ୍ଲାଣ୍ଟରୁ ଆସନ୍ତା ଜାନୁୟାରୀରୁ ଉତ୍ପାଦନ ଆରମ୍ଭ ହେବ ବୋଲି ଏହାର ଏମଡି କହିଛନ୍ତି। ମୁମ୍ବାଇର ସିଓର ସେଫଟି ସଲୁଶନ ପ୍ରାଇଭେଟ ଲିମିଟେଡ ଓ ୟୁକେର ମେଗିଟ କମ୍ପାନୀ ମିଳିତ ଭାବେ ଏହାକୁ କରିବେ । ୫ ଏକର ଜମିରେ ୬୦ ହଜାର ଟଙ୍କା ବ୍ୟୟରେ ମେକ ଇନ ଇଣ୍ଡିଆ ଯୋଜନାରେ ଏହା ସ୍ଥାପନ ହେଉଛି ।

Related story