ଇମ୍ଫା ପାଳିଲା ୫୪ତମ ପ୍ରତିଷ୍ଠା ଦିବସ

ଯାଜପୁର: ଇଣ୍ଡିଆନ୍ ମେଟାଲ୍ସ ଆଣ୍ଡ ଫେରୋ ଆଲୟେଜ୍ (ଇମ୍ଫ।) ପାଳନ କରିଛି ତା’ର ୫୪ ତମ ପ୍ରତିଷ୍ଠା ଦିବସ। ଏହି ଅବସରରେ ଯାଜପୁର, କାଳିଆପାଣି ସ୍ଥିତ ଇମ୍ଫାର ଖଣି ଅଞ୍ଚଳରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ପରିଚାଳନା ନିର୍ଦ୍ଦେଶକ ଶୁଭ୍ରକାନ୍ତ ପଣ୍ଡା। ତା’ସହ କମ୍ପାନୀର କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ କମ୍ପାନୀର ସୁକିନ୍ଦା ଏବଂ ମହାଗିରି ମାଇନ୍ସର କ୍ୱାଣ୍ଟିଟି କଣ୍ଟ୍ରୋଲ୍ ୟୁନିଟକୁ ଉଦଘାଟନ କରିଥିଲେ ଏକଡି ଶୁଭ୍ରକାନ୍ତ। ତା’ସହ ଏହାର ଭାଲ୍ୟୁ ଆଡିସନ୍ ଉପରେ […]

imfa

imfa

Rakesh Mallick
  • Published: Friday, 27 November 2015
  • Updated: 27 November 2015, 03:25 AM IST

Sports

Latest News

ଯାଜପୁର: ଇଣ୍ଡିଆନ୍ ମେଟାଲ୍ସ ଆଣ୍ଡ ଫେରୋ ଆଲୟେଜ୍ (ଇମ୍ଫ।) ପାଳନ କରିଛି ତା'ର ୫୪ ତମ ପ୍ରତିଷ୍ଠା ଦିବସ। ଏହି ଅବସରରେ ଯାଜପୁର, କାଳିଆପାଣି ସ୍ଥିତ ଇମ୍ଫାର ଖଣି ଅଞ୍ଚଳରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ପରିଚାଳନା ନିର୍ଦ୍ଦେଶକ ଶୁଭ୍ରକାନ୍ତ ପଣ୍ଡା। ତା'ସହ କମ୍ପାନୀର କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ କମ୍ପାନୀର ସୁକିନ୍ଦା ଏବଂ ମହାଗିରି ମାଇନ୍ସର କ୍ୱାଣ୍ଟିଟି କଣ୍ଟ୍ରୋଲ୍ ୟୁନିଟକୁ ଉଦଘାଟନ କରିଥିଲେ ଏକଡି ଶୁଭ୍ରକାନ୍ତ। ତା'ସହ ଏହାର ଭାଲ୍ୟୁ ଆଡିସନ୍ ଉପରେ ଗୁରୁତ୍ୱାରୋପ କରିଥିଲେ। କାର୍ଯ୍ୟକ୍ରମ ଅବସରରେ ଶ୍ରୀପଣ୍ଡାଙ୍କ ସମେତ କମ୍ପାନୀର ସିନିୟର ଭାଇସ୍ ପ୍ରେସିଡେଣ୍ଟ ସଞ୍ଜୀବ ଦାସ, ଫେରୋ ଆଲୟେଜ୍ ୟୁନିଟ୍ ହେଡ୍ ଡି.କେ.ମହାନ୍ତି, ଭିପି ମାଇନିଂ ପୁରନ୍ଜୟ ବେହେରା ଏବଂ ସିନିୟର୍ ଜେନେରାଲ୍ ମ୍ୟାନେଜର ସୁଧାଂଶୁ ପତ୍ରି ପ୍ରମୁଖ ଯୋଗ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story