ନୂଆଦିଲ୍ଲୀରେ ଇଣ୍ଡିଆ ଇଣ୍ଟରନେସନାଲ୍ ଟ୍ରେଡ୍ ଫେଷ୍ଟିଭାଲ୍ ଆରମ୍ଭ: ଓଡ଼ିଶା ମଣ୍ଡପକୁ ଉଦଘାଟନ କଲେ ଅତନୁ ସବ୍ୟସାଚୀ ଓ ଅଶୋକ ପଣ୍ଡା  

ନୂଆଦିଲ୍ଲୀ: ନୂଆଦିଲ୍ଲୀ ପ୍ରଗତି ମଇଦାନରେ ଆଜିଠାରୁ ଆରମ୍ଭ ହୋଇଛି ୩୫ ତମ ଇଣ୍ଡିଆ ଇଣ୍ଟରନେସନାଲ ଟ୍ରେଡ ଫେଷ୍ଟିଭାଲ୍। ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀ ଏହାକୁ ଉଦଘାଟନ କରିଛନ୍ତି। ଏହି ମେଳାରେ ବିଭିନ୍ନ ରାଜ୍ୟର ମଣ୍ଡପ ମଧ୍ୟରେ ଓଡିଶାର କଳା ସଂସ୍କୃତି , ପର୍ଯ୍ୟଟନ ସ୍ଥାନ ପାଇଛି। ଓଡିଶା ମଣ୍ଡପକୁ ଦୁଇ ମନ୍ତ୍ରୀ ଅତନୁ ସବ୍ୟସାଚୀ ଏବଂ ଅଶୋକ ପଣ୍ଡା ଉଦଘାଟନ କରିଥିଲେ। ଓଡ଼ିଶା ମଣ୍ଡପର ଥିମ୍ ରହିଛି ‘ଡେଷ୍ଟିନେସନ୍ ଅଫ୍ ଚଏସ୍’। ଏହି ଅବସରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଅତନୁ […]

odishamandap

Rakesh Mallick
  • Published: Saturday, 14 November 2015
  • , Updated: 14 November 2015, 01:07 PM IST

ନୂଆଦିଲ୍ଲୀ: ନୂଆଦିଲ୍ଲୀ ପ୍ରଗତି ମଇଦାନରେ ଆଜିଠାରୁ ଆରମ୍ଭ ହୋଇଛି ୩୫ ତମ ଇଣ୍ଡିଆ ଇଣ୍ଟରନେସନାଲ ଟ୍ରେଡ ଫେଷ୍ଟିଭାଲ୍। ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀ ଏହାକୁ ଉଦଘାଟନ କରିଛନ୍ତି। ଏହି ମେଳାରେ ବିଭିନ୍ନ ରାଜ୍ୟର ମଣ୍ଡପ ମଧ୍ୟରେ ଓଡିଶାର କଳା ସଂସ୍କୃତି , ପର୍ଯ୍ୟଟନ ସ୍ଥାନ ପାଇଛି। ଓଡିଶା ମଣ୍ଡପକୁ ଦୁଇ ମନ୍ତ୍ରୀ ଅତନୁ ସବ୍ୟସାଚୀ ଏବଂ ଅଶୋକ ପଣ୍ଡା ଉଦଘାଟନ କରିଥିଲେ। ଓଡ଼ିଶା ମଣ୍ଡପର ଥିମ୍ ରହିଛି ‘ଡେଷ୍ଟିନେସନ୍ ଅଫ୍ ଚଏସ୍’। ଏହି ଅବସରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଅତନୁ ସବ୍ୟସାଚୀ କହିଥିଲେ ଯେ ଓଡ଼ିଶା ପ୍ୟାଭିଲିୟନର ଥିମରେ ରାଜ୍ୟର ଶିଳ୍ପଠାରୁ ଆରମ୍ଭ କରି ପର୍ଯ୍ୟଟନକୁ ସାମିଲ କରାଯାଇଛି। ସେହିପରି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି ଯେ ଏଥର ଓଡ଼ିଶାର ମଣ୍ଡପ ସବୁଠୁ ଅଧିକ ଆକର୍ଷଣୀୟ ହେବ।

Related story