ଆଇଫୋନ୍6s ଓ 6s ପ୍ଲସର ପ୍ରି ବୁକିଂ ଆରମ୍ଭ

ନୂଆଦିଲ୍ଲୀ: ଆପୋଲ ଆଜି ଦୁଇଟି ଆଇଫୋନ୍ ଲଞ୍ଚ କରିଛି। ଆଶାଠାରୁ ପୂର୍ବରୁ ଭାରତୀୟ ବଜାର ପ୍ରବେଶ କରିବାକୁ ଯାଉଛି । ଭାରତୀୟ ବଜାରରେ ଏବେ ଏହାର ପ୍ରି-ବୁକିଂ ଆରମ୍ଭ ହୋଇଛି । ଭାରତୀୟ ମୋବାଇଲ ଫୋନ୍ ରିଟେଲର୍ ଓ ଦୁଇଟି ମୋବାଇଲ୍ ଷ୍ଟୋର୍ ଅନୁସାରେ, ଏହି ନୂଆ ଆଇଫୋନ୍ ପାଇଁ ଆଜିଠାରୁ ବୁକିଂ କରିପାରିବେ। ଆଇଫୋନ୍ ବୁକିଂ ପାଇଁ ଗ୍ରାହକଙ୍କୁ ୨,୦୦୦ ଟଙ୍କା ଦେବାକୁ ପଡିବ। ୧୬ ଅକ୍ଟୋବରୁ ଏହା ବଜାରରେ ଉପଲବ୍ଧ ହେବ । ଭାରତରେ […]

iphones

Rakesh Mallick
  • Published: Friday, 02 October 2015
  • , Updated: 02 October 2015, 02:28 PM IST

ନୂଆଦିଲ୍ଲୀ: ଆପୋଲ ଆଜି ଦୁଇଟି ଆଇଫୋନ୍ ଲଞ୍ଚ କରିଛି। ଆଶାଠାରୁ ପୂର୍ବରୁ ଭାରତୀୟ ବଜାର ପ୍ରବେଶ କରିବାକୁ ଯାଉଛି । ଭାରତୀୟ ବଜାରରେ ଏବେ ଏହାର ପ୍ରି-ବୁକିଂ ଆରମ୍ଭ ହୋଇଛି । ଭାରତୀୟ ମୋବାଇଲ ଫୋନ୍ ରିଟେଲର୍ ଓ ଦୁଇଟି ମୋବାଇଲ୍ ଷ୍ଟୋର୍ ଅନୁସାରେ, ଏହି ନୂଆ ଆଇଫୋନ୍ ପାଇଁ ଆଜିଠାରୁ ବୁକିଂ କରିପାରିବେ। ଆଇଫୋନ୍ ବୁକିଂ ପାଇଁ ଗ୍ରାହକଙ୍କୁ ୨,୦୦୦ ଟଙ୍କା ଦେବାକୁ ପଡିବ। ୧୬ ଅକ୍ଟୋବରୁ ଏହା ବଜାରରେ ଉପଲବ୍ଧ ହେବ । ଭାରତରେ ଆଇଫୋନ୍6sର 16GB ୱାରିଏଣ୍ଟର ମୂଲ୍ୟ ୬୨ହଜାର ଟଙ୍କା ହୋଇଥିବା ବେଳେ ଆଇଫୋନ୍6s ପ୍ଲସ୍ 128GB ମଡେଲର ମୂଲ୍ୟ ୯୨,୦୦୦ ରହିଛି।

Related story