ଜାନୁଆରୀ ୧୫ରେ ବଜାରକୁ ଆସିବ ମହିନ୍ଦ୍ରା SUV-KUV 100

ନୂଆଦିଲ୍ଲୀ: ଭାରତର ଚାରିଚକିଆ ମୋଟର କାର ବଜାରରେ ଜାନୁଆରୀ ୧୫ରେ ପ୍ରବେଶ କରିବ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ନୂଆ କାର SUV-KUV100। ଆକର୍ଷଣୀୟ ଷ୍ଟାଇଲ ଓ ଅଲଗା କଲରରେ ବଜାରକୁ ଆସିବ ଏହି କାର। ମୁଖ୍ୟତଃ ଯୁବ ବର୍ଗଙ୍କୁ ଆକୃଷ୍ଟ କରିବାକୁ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନୀ ପକ୍ଷରୁ ଏହି କାରର ନିର୍ମାଣ କରାଯାଇଛି। ମହିନ୍ଦ୍ରାର ନୂଆ ମିନି ଏସୟୁଭିର ଏକ୍ସ ସୋରୁମ୍ ବଜାର ଦର ରହିଛି ୪ଲକ୍ଷରୁ-୬.୫ ଲକ୍ଷ ମଧ୍ୟରେ ରହିଛି। ଏଥିରେ mFalcon engine […]

Mahindra-KUV100-side-profile-1

Mahindra-KUV100-side-profile-1

Rakesh Mallick
  • Published: Monday, 04 January 2016
  • Updated: 06 January 2016, 03:23 AM IST

Sports

Latest News

ନୂଆଦିଲ୍ଲୀ: ଭାରତର ଚାରିଚକିଆ ମୋଟର କାର ବଜାରରେ ଜାନୁଆରୀ ୧୫ରେ ପ୍ରବେଶ କରିବ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ନୂଆ କାର SUV-KUV100। ଆକର୍ଷଣୀୟ ଷ୍ଟାଇଲ ଓ ଅଲଗା କଲରରେ ବଜାରକୁ ଆସିବ ଏହି କାର। ମୁଖ୍ୟତଃ ଯୁବ ବର୍ଗଙ୍କୁ ଆକୃଷ୍ଟ କରିବାକୁ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନୀ ପକ୍ଷରୁ ଏହି କାରର ନିର୍ମାଣ କରାଯାଇଛି। ମହିନ୍ଦ୍ରାର ନୂଆ ମିନି ଏସୟୁଭିର ଏକ୍ସ ସୋରୁମ୍ ବଜାର ଦର ରହିଛି ୪ଲକ୍ଷରୁ-୬.୫ ଲକ୍ଷ ମଧ୍ୟରେ ରହିଛି। ଏଥିରେ mFalcon engine lineup ସହିତ 1.2-Liter G80 Petrol ଏବଂ 1.2-liter D75 diesel ସୁବିଧା ରହିଛି। ଯାହାକି ପ୍ରତି ଲିଟରକୁ ୨୦ କିଲୋମିଟର ଯାଏଁ ମାଇଲେଜ୍ ଦେବ ଏହି ଏସୟୁଭି। ଏହି ଏସୟୁଭି ୬ଟି ରଙ୍ଗରେ ବଜାରରେ ଉପଲବ୍ଧ ହେବ। ଏହାସହ ଅନ୍ୟାନ୍ୟ ଅତ୍ୟାଧୁନିକ ସୁବିଧା ମଧ୍ୟ ଏହି କାରରେ ଉପଲବ୍ଧ ରହିଛି। ଯଥା ଏୟାର ବକ୍ସ, ଆଣ୍ଟିଲକ୍ ବ୍ରେକିଂ ସିଷ୍ଟମ୍, ଟଚ୍ ସ୍ରିନ୍ ଅଡିଓ ସିଷ୍ଟମ୍ ଓ ଫୋଲ୍ଡେବଲ ସେଣ୍ଟର ସିଟ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos