ଜାନୁଆରୀରେ ବଜାରକୁ ଆସିବ ଲେନୋଭୋ K-4 Note

ନୂଆଦିଲ୍ଲୀ: ୨୦୧୬ ଜାନୁଆରୀ ୫ରେ ଭାରତରେ ବଜାର ପ୍ରବେଶ କରିବ ଲେନୋଭୋ କମ୍ପାନୀର ବହୁ ପ୍ରତୀକ୍ଷିତ K4 Note ସ୍ମାର୍ଟ ଫୋନ୍। ଏହାର ବଜାର ଦର ରହିଛି ୧୨,୯୯୯ ଟଙ୍କା। ଏନେଇ ନୂଆଦିଲ୍ଲୀରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରିବ ଲେନୋଭୋ ଇଣ୍ଡିଆ। ଏହାର ବଡି ମେଟାଲ୍ ରହିଥିବା ବେଳେ ଏଥିରେ 3GBର RAM ରହିଛି।  ଏହି ସ୍ମାର୍ଟ ଫୋନର ଡିସପ୍ଲେ ସାଇଜ୍ 5.5.Inch ଥିବାବେଳେ ସ୍କ୍ରୀନ ରିଜୋଲେସନ୍ ଫୁଲ୍ ଏଚଡି (1080 x 1920 Pixel) […]

ON-5TH-JANUARY-LENOVO-K4-NOTE-TO-BE-LAUNCHED-buy

Rakesh Mallick
  • Published: Saturday, 26 December 2015
  • Updated: 26 December 2015, 07:35 AM IST

Sports

Latest News

ନୂଆଦିଲ୍ଲୀ: ୨୦୧୬ ଜାନୁଆରୀ ୫ରେ ଭାରତରେ ବଜାର ପ୍ରବେଶ କରିବ ଲେନୋଭୋ କମ୍ପାନୀର ବହୁ ପ୍ରତୀକ୍ଷିତ K4 Note ସ୍ମାର୍ଟ ଫୋନ୍। ଏହାର ବଜାର ଦର ରହିଛି ୧୨,୯୯୯ ଟଙ୍କା। ଏନେଇ ନୂଆଦିଲ୍ଲୀରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରିବ ଲେନୋଭୋ ଇଣ୍ଡିଆ।

ଏହାର ବଡି ମେଟାଲ୍ ରହିଥିବା ବେଳେ ଏଥିରେ 3GBର RAM ରହିଛି।  ଏହି ସ୍ମାର୍ଟ ଫୋନର ଡିସପ୍ଲେ ସାଇଜ୍ 5.5.Inch ଥିବାବେଳେ ସ୍କ୍ରୀନ ରିଜୋଲେସନ୍ ଫୁଲ୍ ଏଚଡି (1080 x 1920 Pixel) ରହିଛି। ଏହାସହ ଏଥିରେ MediaTek Helio X10 Processor, 16 GBର Internal Storage ରହିଛି ଯାହାକି 32 GB ପର୍ଯ୍ୟନ୍ତ ବର୍ଦ୍ଧିତ ହୋଇପାରିବ। ଏହସହ ଏଥିରେ 13 MPର Rear କ୍ୟାମେରା ଓ 5 MPର Front faceing କ୍ୟାମେରା ରହିଛି। ଏହି ସ୍ମାର୍ଟ ଫୋନର ଆଗ ଓ ପଛ ପାଖରେ ଦୁଇଟି ଫ୍ଲାସ୍ ରହିଛି। ଏଥିରେ 4G (TD-LTE /LTE), Wi-Fi, GPS/A-GPS, Bluetooth ଓ A 3000 mAh battery କ୍ଷମତା ରହିଛି।

ଲେନୋଭୋ K3ର ସଫଳତା ପରେ ଏହି ଚାଇନିଜ୍ କମ୍ପାନୀ ବଜାରକୁ ପ୍ରବେଶ କରାଇବ ତା’ର ନୂଆ ସ୍ମାର୍ଟ ଫୋନ୍ K4 Note ସ୍ମାର୍ଟ ଫୋନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story