କାନାରା ବ୍ୟାଙ୍କ ଷ୍ଟାଫ୍  ୟୁନିୟର୍ ୧୫ ତମ ସର୍ବଭାରତୀୟ ସମ୍ମିଳନୀ ଆୟୋଜିତ

ଭୁବନେଶ୍ୱର: କାନାରା ବ୍ୟାଙ୍କ ଷ୍ଟାଫ୍ ୟୁନିୟନର ୧୫ତମ ସର୍ବଭାରତୀୟ ସମ୍ମିଳନୀ ଭୁବନେଶ୍ୱର ଭଞ୍ଜ କଳାମଣ୍ଡପରେ ଆୟୋଜିତ ହୋଇଯାଇଛି। ଡିସେମ୍ୱର ୧୭ରୁ ୧୯ ଯାଏଁ ସମ୍ମିଳନୀ ଚାଲିଥିଲା। ଓଡ଼ିଶା ସମେତ ଦେଶର ବିଭିନ୍ନ ପ୍ରାନ୍ତରୁ ୪ଶହ ପ୍ରତିନିଧି ସମ୍ମିଳନୀରେ ଯୋଗଦେଇଥିଲେ। ବ୍ୟାଙ୍କ ତଥା କର୍ମଚାରୀଙ୍କ ସମସ୍ୟା ସମ୍ପର୍କରେ ଏଥିରେ ଆଲୋଚନା ହୋଇଥିଲା।

bank

Rakesh Mallick
  • Published: Saturday, 19 December 2015
  • , Updated: 19 December 2015, 02:26 PM IST

Related story