ପୁଣି ମହଙ୍ଗା ହେଲା ବିନା ସବ୍‌ସିଡି ଏଲପିଜି ଗ୍ୟାସ

ନୂଆଦିଲ୍ଲୀ: ପୁଣି ମହଙ୍ଗା ହେଲା ବିନା ସବ୍‌ସିଡି ଏଲପିଜି ଗ୍ୟାସ ସିଲିଣ୍ଡର। ସିଲିଣ୍ଡର ପିଛା ୮୬ ଟଙ୍କାକୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଏହି ବର୍ଦ୍ଧିତ ଦର ଆଜିଠାରୁ ଲାଗୁ ହେବ ବୋଲି ତୈଳ ମନ୍ତ୍ରଣାଳୟ ଘୋଷଣା କରିଛି। ତେବେ ସବ୍‌ସିଡି ଗ୍ୟାସ ସିଲିଣ୍ଡରରେ ଦର ଅପରିବର୍ତ୍ତିତ ରହିଛି। ଚଳିତବର୍ଷ ଆରମ୍ଭରୁ ହିଁ ଏଲପିଜି ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ପାଇଥିଲା। ୧୪.୨ କେଜି ଓଜନ ବିଶିଷ୍ଟ ଇନ୍ଧନ ଗ୍ୟାସ ସିଲିଣ୍ଡର ପିଛା ୨ଟଙ୍କା ବୃଦ୍ଧି ଘଟିଥିଲା। […]

lpg

lpg

Rakesh Mallick
  • Published: Wednesday, 01 March 2017
  • Updated: 01 March 2017, 09:37 PM IST

Sports

Latest News

ନୂଆଦିଲ୍ଲୀ: ପୁଣି ମହଙ୍ଗା ହେଲା ବିନା ସବ୍‌ସିଡି ଏଲପିଜି ଗ୍ୟାସ ସିଲିଣ୍ଡର। ସିଲିଣ୍ଡର ପିଛା ୮୬ ଟଙ୍କାକୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଏହି ବର୍ଦ୍ଧିତ ଦର ଆଜିଠାରୁ ଲାଗୁ ହେବ ବୋଲି ତୈଳ ମନ୍ତ୍ରଣାଳୟ ଘୋଷଣା କରିଛି। ତେବେ ସବ୍‌ସିଡି ଗ୍ୟାସ ସିଲିଣ୍ଡରରେ ଦର ଅପରିବର୍ତ୍ତିତ ରହିଛି।

ଚଳିତବର୍ଷ ଆରମ୍ଭରୁ ହିଁ ଏଲପିଜି ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ପାଇଥିଲା। ୧୪.୨ କେଜି ଓଜନ ବିଶିଷ୍ଟ ଇନ୍ଧନ ଗ୍ୟାସ ସିଲିଣ୍ଡର ପିଛା ୨ଟଙ୍କା ବୃଦ୍ଧି ଘଟିଥିଲା। ଏହାର ୨ ମାସ ମଧ୍ୟରେ ପୁଣି ଦର ବୃଦ୍ଧି ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story