ମହାରାଷ୍ଟ୍ରରେ ଷ୍ଟିଲ୍ ପ୍ଲାଣ୍ଟ ପ୍ରତିଷ୍ଠା କରିବ ପୋସ୍କୋ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଷ୍ଟିଲ୍ ପ୍ଲାଣ୍ଟ ପ୍ରତିଷ୍ଠା କରିବ ପୋସ୍କୋ। ଏନେଇ ଶ୍ରୀ ଉତ୍ତମ ଷ୍ଟିଲ୍ ଆଣ୍ଡ ପାୱାର ସହ କମ୍ପାନୀ ରାଜିନାମା ସ୍ୱାକ୍ଷର କରିଛି। ବାର୍ଷିକ ୩୦ ଲକ୍ଷ ଟନ୍ କ୍ଷମତା ବିଶିଷ୍ଟ ଇଣ୍ଟିଗ୍ରେଟେଡ୍ ଷ୍ଟିଲପ୍ଲାଣ୍ଟ ପ୍ରତିଷ୍ଠା ଲାଗି ଏମଓୟୁ ହୋଇଥିବା ଉତ୍ତମ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି। ଶ୍ରୀ ଉତ୍ତମ ଷ୍ଟିଲ୍ ଆଣ୍ଡ ପାୱାର ଓ ଆର୍ସେଲର ମିତ୍ତଲର ଯୁଗ୍ମ ମାଲିକାନାରେ ଥିବା ଉତ୍ତମ ଗାଲଭା ଦ୍ୱାରା ପରିଚାଳିତ କଂପାନି। ସେପଟେ […]

posco

Rakesh Mallick
  • Published: Tuesday, 11 August 2015
  • , Updated: 12 August 2015, 02:51 AM IST

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଷ୍ଟିଲ୍ ପ୍ଲାଣ୍ଟ ପ୍ରତିଷ୍ଠା କରିବ ପୋସ୍କୋ। ଏନେଇ ଶ୍ରୀ ଉତ୍ତମ ଷ୍ଟିଲ୍ ଆଣ୍ଡ ପାୱାର ସହ କମ୍ପାନୀ ରାଜିନାମା ସ୍ୱାକ୍ଷର କରିଛି। ବାର୍ଷିକ ୩୦ ଲକ୍ଷ ଟନ୍ କ୍ଷମତା ବିଶିଷ୍ଟ ଇଣ୍ଟିଗ୍ରେଟେଡ୍ ଷ୍ଟିଲପ୍ଲାଣ୍ଟ ପ୍ରତିଷ୍ଠା ଲାଗି ଏମଓୟୁ ହୋଇଥିବା ଉତ୍ତମ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି। ଶ୍ରୀ ଉତ୍ତମ ଷ୍ଟିଲ୍ ଆଣ୍ଡ ପାୱାର ଓ ଆର୍ସେଲର ମିତ୍ତଲର ଯୁଗ୍ମ ମାଲିକାନାରେ ଥିବା ଉତ୍ତମ ଗାଲଭା ଦ୍ୱାରା ପରିଚାଳିତ କଂପାନି। ସେପଟେ ମହାରାଷ୍ଟ୍ରରେ ପୋସ୍କୋ କାରାଖାନ ପ୍ରତିଷ୍ଠା ଲାଗି ଏମଓୟୁ କରିବା ପରେ ଓଡ଼ିଶା ପ୍ରକଳ୍ପକୁ ନେଇ ଅନିଶ୍ଚିତତା ଆହୁରି ବଢ଼ିଯାଇଛି। ପୋସ୍କୋ ଓଡ଼ିଶା ପ୍ରକଳ୍ପରୁ ଓହରି ଯାଇପାରେ ବୋଲି ମଧ୍ୟ ପୂର୍ବରୁ ଚର୍ଚ୍ଚା ହୋଇଥିଲା।

Related story