ମାର୍ଚ୍ଚ ୩୧ ପରେ ପୁରୁଣା ଟଙ୍କା ରଖିଲେ ଗଣିବାକୁ ପଡ଼ିବା ଜରିମାନା

ଭୁବନେଶ୍ୱର: ମାର୍ଚ୍ଚ ୩୧ ତାରିଖ ପରେ ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ରଖିଲେ ଜରିମାନା ଦେବାକୁ ପଡ଼ିବ। ଏନେଇ ଆଜି ଅଣାଯାଇଥିବା ଅଧ୍ୟାଦେଶକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ଦେଇଛି। ଯେଉଁ ବ୍ୟକ୍ତିଙ୍କ ପାଖରେ ୧୦ରୁ ଅଧିକ ୫୦୦ ଓ ୧୦୦୦ ଟଙ୍କିଆ ପୁରୁଣା ନୋଟ୍ ଥିବା ଜଣାପଡ଼ିବ ତାଙ୍କୁ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିପାରେ। ଡିସେମ୍ବର ୩୦ ସୁଦ୍ଧା ଯେକେହି ଅଚଳ ନୋଟ୍ ନିଜ ଆକାଉଣ୍ଟରେ ଜମା କରିପାରିବେ। ଏହା ପରେ […]

500

500

Rakesh Mallick
  • Published: Wednesday, 28 December 2016
  • Updated: 28 December 2016, 02:40 PM IST

Sports

Latest News

ଭୁବନେଶ୍ୱର: ମାର୍ଚ୍ଚ ୩୧ ତାରିଖ ପରେ ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ରଖିଲେ ଜରିମାନା ଦେବାକୁ ପଡ଼ିବ। ଏନେଇ ଆଜି ଅଣାଯାଇଥିବା ଅଧ୍ୟାଦେଶକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ଦେଇଛି।

ଯେଉଁ ବ୍ୟକ୍ତିଙ୍କ ପାଖରେ ୧୦ରୁ ଅଧିକ ୫୦୦ ଓ ୧୦୦୦ ଟଙ୍କିଆ ପୁରୁଣା ନୋଟ୍ ଥିବା ଜଣାପଡ଼ିବ ତାଙ୍କୁ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିପାରେ। ଡିସେମ୍ବର ୩୦ ସୁଦ୍ଧା ଯେକେହି ଅଚଳ ନୋଟ୍ ନିଜ ଆକାଉଣ୍ଟରେ ଜମା କରିପାରିବେ। ଏହା ପରେ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଆରବିଆଇରେ ଜମା କରିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos