ବର୍ଦ୍ଧିତ ତେଲ ଦର ଅଡୁଆ, ଟିକସ କମାଅ: ଏସବିଆଇ

ନୂଆଦିଲ୍ଲୀ: କୋଭିଡ ପାଇଁ ବିଭିନ୍ନ ସଂସ୍ଥା ବନ୍ଦ ରହିଛି। ଅନ୍ୟପଟେ ବିକାଶମୂଳକ କାମ ଏବଂ ଟିକାକରଣ ପାଇଁ ଅର୍ଥର ଆବଶ୍ୟକ ରହିଛି। ତେଣୁ ପେଟ୍ରୋଲ ଏବଂ ଡିଜେଲ ଦର ଉପରୁ ଟିକସ ପ୍ରତ୍ୟାହର କରିହେଉନି ବୋଲି ତତ୍କାଳୀନ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ରହିଥିଲେ। ଅର୍ଥାତ୍ ଦେଶର ଅର୍ଥନୀତିକ ଏବଂ ଅଭିବୃଦ୍ଧିର ସ୍ୱାସ୍ଥ୍ୟ ପାଇଁ କେନ୍ଦ୍ର ସରକାର ଟିକସ ପ୍ରତ୍ୟାହାର କରିପାରୁ ନାହାନ୍ତି ବୋଲି ସେ କହିଥିଲେ। ଗତ ସପ୍ତାହରେ ଧର୍ମେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବରେ […]

SBI

SBI

Subhransu Sekhar
  • Published: Tuesday, 13 July 2021
  • Updated: 13 July 2021, 03:48 PM IST

Sports

Latest News

ନୂଆଦିଲ୍ଲୀ: କୋଭିଡ ପାଇଁ ବିଭିନ୍ନ ସଂସ୍ଥା ବନ୍ଦ ରହିଛି। ଅନ୍ୟପଟେ ବିକାଶମୂଳକ କାମ ଏବଂ ଟିକାକରଣ ପାଇଁ ଅର୍ଥର ଆବଶ୍ୟକ ରହିଛି। ତେଣୁ ପେଟ୍ରୋଲ ଏବଂ ଡିଜେଲ ଦର ଉପରୁ ଟିକସ ପ୍ରତ୍ୟାହର କରିହେଉନି ବୋଲି ତତ୍କାଳୀନ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ରହିଥିଲେ। ଅର୍ଥାତ୍ ଦେଶର ଅର୍ଥନୀତିକ ଏବଂ ଅଭିବୃଦ୍ଧିର ସ୍ୱାସ୍ଥ୍ୟ ପାଇଁ କେନ୍ଦ୍ର ସରକାର ଟିକସ ପ୍ରତ୍ୟାହାର କରିପାରୁ ନାହାନ୍ତି ବୋଲି ସେ କହିଥିଲେ। ଗତ ସପ୍ତାହରେ ଧର୍ମେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ହରଦୀପ ସିଂ ପୁରୀ ହୋଇଛନ୍ତି ନୂଆ ପେଟ୍ରୋଲିୟମ ମନ୍ତ୍ରୀ।

ଏବେ ଏହାକୁ ନେଇ ଏସବିଆଇର ଇକୋନମିକାଲ ଓ୍ୱିଙ୍ଗ ଏକ ରିପୋର୍ଟ ପ୍ରକାଶ କରିଛି। ଯେଉଁଥିରେ କୁହାଯାଇଛି ଯଦି ପେଟ୍ରୋ ଉତ୍ପାଦ ଉପରୁ ଟିକସ ପ୍ରତ୍ୟାହାର ନହୁଏ ତେବେ କୋଭିଡ ବେଳେ ସ୍ଥିତି ଆହୁରି ଖରାପ ହୋଇପାରେ। ଏହାର କାରଣ ଦର୍ଶାଇବାକୁ ଯାଇ ଏସବିଆଇ କହିଛି ଏବେ ପ୍ରତ୍ୟେକ ପରିବାର ପେଟ୍ରୋଲ ପାଇଁ ଅଧିକ ଖର୍ଚ୍ଚ କରୁଛି। ତେଲ ଦର ବଢ଼ିବା ଫଳରେ ଅନ୍ୟାନ୍ୟ ଜିନିଷର ଦାମ ମଧ୍ୟ ବଢ଼ିଛି। ଏହି କାରଣରୁ ଖାଇବା ସାମଗ୍ରୀର ଦାମ ବଢିଛି। ତେଣୁ ଲୋକମାନେ ଘରୋଇ ଖର୍ଚ୍ଚ କମ୍ କରିଦେଇଛନ୍ତି। ହେଲେ ଖର୍ଚ୍ଚର ପରିମାଣ କମିନି। ଏହା ଦ୍ୱାରା ସଂଚୟ କମିଯାଇଛି। କିନ୍ତୁ କୋଭିଡ ରହିଛି। ଏହାଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଖର୍ଚ୍ଚ କରିବାକୁ ଲୋକଙ୍କ ପାଖରେ ସଂଚିତ ଅର୍ଥ ରହୁନାହିଁ। ଏସବିଆଇ ଗ୍ରୁପର ଇକୋନମିକ ଆଡଭାଇଜର ବା ଆର୍ଥନୀତିକ ପରାମର୍ଶଦାତା ଡକ୍ଚର ସୌମ୍ୟକାନ୍ତି ଘୋଷ ଏହା ଲେଖିଛନ୍ତି। ଜୁଲାଇ ୧୩ରେ ସେ ଏହି ରିପୋର୍ଟ ସର୍ଭେ କରିବା ପରେ ଲେଖିଛନ୍ତି।

ରିପୋର୍ଟ ଅନୁଯାୟୀ ଜୁନ୍ ୨୦୨୧ରେ ନନ୍ ଡିସକ୍ରେସିଅନାରୀ ଖର୍ଚ୍ଚ (ଅଣ-ଇଚ୍ଛାଧୀନ ଖର୍ଚ୍ଚ) ୭୫ ପ୍ରତିଶତ ବଢିଛି। ଯାହାକି ମାର୍ଚ୍ଚ ୨୦୨୧ରେ ୬୨ ପ୍ରତିଶତ ଖର୍ଚ୍ଚ ଥିଲା। ଯଦି ୨୦୨୦ରେ ଏପ୍ରିଲ-ମେ’କୁ ଦେଖିବା ତାହେଲେ ଏହା ୮୪ ପ୍ରତିଶତ ଥିଲା। ଏଠାରେ ଅଣ-ଇଚ୍ଛାଧୀନ ଖର୍ଚ୍ଚ ହେଲା ଯେଉଁ ଖର୍ଚ୍ଛ ଇଚ୍ଛା ନଥିଲେ ବି କରିବାକୁ ହେବ, ତାହା ନିୟନ୍ତ୍ରଣ କରିହେବ ନାହିଁ। ଯେମିତିକି ଜଣେ କେବେ ଖାଦ୍ୟ ଏବଂ ଘରଭଡ଼ା ଆଦି ଗୃହ ପରିଚାଳନା ଖର୍ଚ୍ଚ କମାଇ ପାରିବ ନାହିଁ କି ଇନ୍ଧନ ଦର କମାଇପାରିବନି।

ଦେଶରେ ଏବେ ତେଲ ଦର ବଢ଼ି ଚାଲିଛି। ଏହାଦ୍ୱାରା ଘରୋଇ ଖର୍ଚ୍ଚ ମଧ୍ୟ ବଢ଼ିଛି। ଅନ୍ୟପଟେ କରୋନା ପାଇଁ ସ୍ୱାସ୍ଥ୍ୟ ଖର୍ଚ୍ଚ ମଧ୍ୟ ବଢ଼ିଛି। ଏହାଦ୍ୱାରା ଗୋଟିଏ ପରିବାରର ମାସିକ ଖର୍ଚ୍ଚ ମଧ୍ୟ ବଢ଼ିଛି। ତେଣୁ ଏଭଳି ସ୍ଥିତିରେ ଏବେ ଲୋକମାନେ ନିଜର ସେଭିଂସକୁ କମ୍ ଗୁରୁତ୍ୱ ଦେଉଛନ୍ତି। ଯାହାକି ପରୋକ୍ଷରେ ସ୍ୱାସ୍ଥ୍ୟ ଖର୍ଚ୍ଚକୁ ପ୍ରଭାବିତ କରୁଛି। କାରଣ ସ୍ୱାସ୍ଥ୍ୟ ଖର୍ଚ୍ଚ ପ୍ରତିଦିନ ହୁଏନି କି ଏହା ଦୈନିକ ବଜେଟରେ ନଥାଏ। ମଣିଷ ଅସୁସ୍ଥ ହେଲେ ଯେଉଁ ଖର୍ଚ୍ଚ କରେ ତାହା ମୁଖ୍ୟତଃ ସେଭିଂସ ଆକାଉଣ୍ଟରୁ ଖର୍ଚ୍ଚ ହୁଏ। ଯେତେବେଳେ ସେଭିଂସ କମିଲା ସେତେବେଳେ ସେହି ପରିବାରର ଯିଏ ଅସୁସ୍ଥ ହେଲା ତା’ର ଚିକିତ୍ସା ପ୍ରଭାବିତ ହେବାର ଆଶଙ୍କା ଅଧିକ। କାରଣ ଅଣ୍ଟିରେ ଯଦି ପଇସା ନଥିବ ତାହେଲେ ସେ କେବେ ଚିକିତ୍ସା ପାଇଁ ଭଲ ହସ୍ପିଟାଲ ଯାଇପାରିବ ନାହିଁ।

ଏସିବିଆଇର ସର୍ଭେ ରିପୋର୍ଟ ଅନୁଯାୟୀ ୨୦୨୦ ଜୁନରେ ଖାଦ୍ୟ ଏବଂ ପାନୀୟ ଦ୍ରବ୍ୟର ମୁଦ୍ରାସ୍ଫୀତି ୭.୯ ପ୍ରତିଶତ, ଜୁଲାଇରେ ୮.୫, ଅଗଷ୍ଟରେ ୮.୩, ସେପ୍ଟେମ୍ୱରରେ ୯.୮, ଅକ୍ଟୋବରରେ ୧୦.୧, ନଭେମ୍ୱରରେ ୮.୮, ଡିସେମ୍ୱରରେ ୩.୯ ଥିବା ବେଳେ ୨୦୨୧ ଜାନୁଆରୀରେ ୨.୭, ଫେବୃଆରୀରେ ୪.୩, ମାର୍ଚ୍ଚରେ ୫.୨, ଏପ୍ରିଲରେ ୨.୭, ମେ'ରେ ୫.୨ ଏବଂ ଜୁନରେ ୫.୬ ପ୍ରତିଶତ ରହିଛି।

ଇନ୍ଧନ ଓ ଆଲୋକ କ୍ଷେତ୍ରରେ ଏହି ହାର ଜୁନରେ ୦.୫ ପ୍ରତିଶତ, ଜୁଲାଇରେ ୨.୭, ଅଗଷ୍ଟରେ ୩.୧, ସେପ୍ଟେମ୍ୱରରେ ୨.୮, ଅକ୍ଟୋବରରେ ୨.୧, ନଭେମ୍ୱରରେ ୧.୯, ଡିସେମ୍ୱରରେ ୩ ପ୍ରତିଶତ ଥିବା ବେଳେ ୨୦୨୧ ଜାନୁଆରୀରେ ୩.୯, ଫେବୃଆରୀରେ ୩.୫, ମାର୍ଚ୍ଚରେ ୪.୫, ଏପ୍ରିଲରେ ୭.୯, ମେ'ରେ ୧୧.୬ ଏବଂ ଜୁନରେ ୧୨.୭ ପ୍ରତିଶତ ଖର୍ଚ୍ଚ ହୋଇଛି।

Fueling inflation

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story