ଲଞ୍ଚ୍ ହେଲା Mi 10 ଓ Mi 10 Pro

ନୂଆଦିଲ୍ଲୀ: ସ୍ମାର୍ଟଫୋନ୍‌ କମ୍ପାନୀ ଶାଓମି ଦୁଇଟି ନୂଆ ଫୋନ୍- Mi 10 ଓ Mi 10 Pro ଲଞ୍ଚ୍ କରିଛି। କମ୍ପାନୀ ଏହାକୁ କେବଳ ଚୀନ୍‌ରେ ହିଁ ଲଞ୍ଚ୍ କରିଛି। ତେବେ ଖୁବ୍‌ଶୀଘ୍ର ଏହାକୁ ଭାରତରେ ମଧ୍ୟ ଲଞ୍ଚ୍‌ କରାଯିବ। କମ୍ପାନୀ Mi 10କୁ ୩ଟି ଭ୍ୟାରିଆଣ୍ଟ (8GB+128GB, 8GB+256GB ଓ 12GB + 256GB)ରେ ଲଞ୍ଚ୍‌ କରିଛି। ଏଗୁଡ଼ିକର ମୂଲ୍ୟ ଭାରତୀୟ ମୁଦ୍ରାରେ ଯଥାକ୍ରମେ ୪୦ ହଜାର, ୪୩ ହଜାର ଓ ୪୭ ହଜାର ଟଙ୍କା […]

mi

mi

Chinmayee Roy
  • Published: Friday, 14 February 2020
  • Updated: 14 February 2020, 09:33 AM IST

ନୂଆଦିଲ୍ଲୀ: ସ୍ମାର୍ଟଫୋନ୍‌ କମ୍ପାନୀ ଶାଓମି ଦୁଇଟି ନୂଆ ଫୋନ୍- Mi 10 ଓ Mi 10 Pro ଲଞ୍ଚ୍ କରିଛି। କମ୍ପାନୀ ଏହାକୁ କେବଳ ଚୀନ୍‌ରେ ହିଁ ଲଞ୍ଚ୍ କରିଛି। ତେବେ ଖୁବ୍‌ଶୀଘ୍ର ଏହାକୁ ଭାରତରେ ମଧ୍ୟ ଲଞ୍ଚ୍‌ କରାଯିବ।

କମ୍ପାନୀ Mi 10କୁ ୩ଟି ଭ୍ୟାରିଆଣ୍ଟ (8GB+128GB, 8GB+256GB ଓ 12GB + 256GB)ରେ ଲଞ୍ଚ୍‌ କରିଛି। ଏଗୁଡ଼ିକର ମୂଲ୍ୟ ଭାରତୀୟ ମୁଦ୍ରାରେ ଯଥାକ୍ରମେ ୪୦ ହଜାର, ୪୩ ହଜାର ଓ ୪୭ ହଜାର ଟଙ୍କା ରହିଛି।

ସେହିପରି Mi 10 Proକୁ ମଧ୍ୟ କମ୍ପାନୀ ୩ଟି ଭ୍ୟାରିଆଣ୍ଟ (8GB + 256GB, 12GB+256GB ଓ 12GB+512GB)ରେ ଲଞ୍ଚ୍ କରିଛି। ଏହି ଫୋନ୍‌ଗୁଡ଼ିକର ମୂଲ୍ୟ ଭାରତୀୟ ମୁଦ୍ରାରେ ଯଥାକ୍ରମେ ୫୦ ହଜାର, ୫୫ ହଜାର ଓ ୬୦ ହଜାର ଟଙ୍କା ରହିଛି।

https://twitter.com/manukumarjain/status/1227878076047970309?s=20

Mi 10ର ଫିଚର:

  • ଡିସ୍‌ପ୍ଲେ ସାଇଜ୍‌: ୬.୭ଇଞ୍ଚ୍
  • ଡିସ୍‌ପ୍ଲେ ଟାଇପ୍:  ଫୁଲ୍‌ ଏଚ୍‌ଡି ସୁପର ଆମୋଲେଡ୍ 1080×2340 ପିକ୍ସେଲ୍ନ୍ ସହିତ ପଞ୍ଚ୍‌ ହୋଲ୍‌
  • ଆଣ୍ଡ୍ରଏଡ୍‌ ଭର୍ସନ: ଆଣ୍ଡ୍ରଏଡ୍ ୧୦
  • ପ୍ରୋସେସର୍: ଅକ୍ଟାକୋର କ୍ୱାଲ୍‌କମ୍‌ ସ୍ନାପ୍‌ଡ୍ରାଗନ୍ 865 SoC
  • ରାମ୍:, 8 GB, 12 GB
  • ଷ୍ଟୋରେଜ୍: 256 GB, +512GB
  • ରିୟର କ୍ୟାମେରା: 108 MP + 20MP + 12MP + 8MP
  • ଫ୍ରଣ୍ଟ୍‌ କ୍ୟାମେରା: 20 MP
  • ବ୍ୟାଟେରୀ: 4,780mAh ସହ 30 ୱାଟ୍ ଚାର୍ଜିଂ ସପୋର୍ଟ

Mi 10 Proର ଫିଚର:

  • ଆଣ୍ଡ୍ରଏଡ୍‌ ଭର୍ସନ: ଆଣ୍ଡ୍ରଏଡ୍ ୧୦ ବେସ୍ଡ MIUI 11

  • ଷ୍ଟୋରେଜ୍: 128GB, 256 GB
  • ରିୟର କ୍ୟାମେରା: 108 MP + 13MP + 2MP + 2MP
  • ଫ୍ରଣ୍ଟ୍‌ କ୍ୟାମେରା: 20 MP
  • ବ୍ୟାଟେରୀ: 4,500mAh ସହ 30 ୱାଟ୍ ଚାର୍ଜିଂ ସପୋର୍ଟ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story