୩,୪୯୯ଟଙ୍କାରେ ବଜାରକୁ ଆସିଲା ମାଇକ୍ରୋମ୍ୟାକ୍ସ ବୋଲ୍ଟ କ୍ୟୁ ୩୯୯

ନୂଆଦିଲ୍ଲୀ: ବେଷ୍ଟ ଫିଚର ସହ ବଜାରକୁ ଆସିଛି ମାଇକ୍ରୋମ୍ୟାକ୍ସ ବୋଲ୍ଟ କ୍ୟୁ ୩୯୯ ସ୍ମାର୍ଟ ଫୋନ୍। ତାହା ପୁଣି ମାତ୍ର ୩,୪୯୯ ଟଙ୍କାରେ। ବୋଲ୍ଟ ସିରିଜ୍ ଏହି ସ୍ମାର୍ଟ ଫୋନରେ ଦୁଇଟି ସିମ୍ ଷ୍ଟାଣ୍ଡବାଏ ଥିବାବେଳେ ଆଣ୍ଡ୍ରୋଏଡ୍ ୪.୪.୨ କିଟ୍ କାଟ୍ ଅପରେଟିହ ସିଷ୍ଟମ ନେଇ ବଜାର ପ୍ରବେଶ କରିଛି। ଏହି ସ୍ମାର୍ଟ ଫୋନର ସ୍କ୍ରିନ ୪.୫ ଇଞ୍ଚ (480×854 pixels)। ଏହାସହ ଏହି ସ୍ମାର୍ଟ ଫୋନର 1.2GHz କ୍ୱାର୍ଡ-କୋରସ୍ପ୍ରେଡଟ୍ରୋମ୍ (ଏସସି ୭୭୩୧) ପ୍ରୋସେସର ରହିଛି। ଏଥିରେ […]

micromax_bolt_q339_front

Rakesh Mallick
  • Published: Thursday, 01 October 2015
  • , Updated: 01 October 2015, 05:07 PM IST

ନୂଆଦିଲ୍ଲୀ: ବେଷ୍ଟ ଫିଚର ସହ ବଜାରକୁ ଆସିଛି ମାଇକ୍ରୋମ୍ୟାକ୍ସ ବୋଲ୍ଟ କ୍ୟୁ ୩୯୯ ସ୍ମାର୍ଟ ଫୋନ୍। ତାହା ପୁଣି ମାତ୍ର ୩,୪୯୯ ଟଙ୍କାରେ। ବୋଲ୍ଟ ସିରିଜ୍ ଏହି ସ୍ମାର୍ଟ ଫୋନରେ ଦୁଇଟି ସିମ୍ ଷ୍ଟାଣ୍ଡବାଏ ଥିବାବେଳେ ଆଣ୍ଡ୍ରୋଏଡ୍ ୪.୪.୨ କିଟ୍ କାଟ୍ ଅପରେଟିହ ସିଷ୍ଟମ ନେଇ ବଜାର ପ୍ରବେଶ କରିଛି। ଏହି ସ୍ମାର୍ଟ ଫୋନର ସ୍କ୍ରିନ ୪.୫ ଇଞ୍ଚ (480x854 pixels)। ଏହାସହ ଏହି ସ୍ମାର୍ଟ ଫୋନର 1.2GHz କ୍ୱାର୍ଡ-କୋରସ୍ପ୍ରେଡଟ୍ରୋମ୍ (ଏସସି ୭୭୩୧) ପ୍ରୋସେସର ରହିଛି। ଏଥିରେ ୫୧୨ ଏମବି ରାମ୍ ରହିଥିବା ବେଳେ ୪ ଜିବି ଇନବିଲ୍ଡ ଷ୍ଟୋରେଜ୍ କ୍ଷମତା ରହିଛି। ଏହି କ୍ଷମତାକୁ ମାଇକ୍ରୋଏସଡି କାର୍ଡ ମାଧ୍ୟମରେ ୩୨ ଜିବି ଯାଏଁ ବର୍ଦ୍ଧିତ କରାଯାଇ ପାରେ। ଏହାସହ ଏହି ସ୍ମାର୍ଟଫୋନରେ ୫-ମେଗା ଫିକ୍ସେଲ ରିଏର କ୍ୟାମେରା ସହ ଲିଡ୍ ଫ୍ଲାସ ଓ ୨ ମେଗାପିକ୍ସେଲ ଫ୍ରଣ୍ଟ ଫେସିଂ କ୍ୟାମେରା ପରି ଫିଚର ରହିଛି। ଏହାସହ ବୋଲ୍ଟ କ୍ୟୁ ୩୩୯ରେ 3G, GPRS/EDGE, WI-FI 802.11b/g/n, Micro-USB ଓ Bluetooth ସେବା ରହିଛି। ଏହାସହ ଏହି ସ୍ମାର୍ଟଫୋନ ପ୍ୟାକରେ 1650 mAh ବ୍ୟାଟେରୀ ରହିଛି।

 

Related story