ଶସ୍ତା ହେବ 'ନେଟ୍‌ଫ୍ଲିକ୍ସ' ସବ୍‌ସ୍କ୍ରିପସନ୍‌ ଫି'

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଲୋକପ୍ରିୟ ମନୋରଞ୍ଜନ ପ୍ଲାଟଫର୍ମ ‘ନେଟ୍‌ଫ୍ଲିକ୍ସ’ ଏବେ ଭାରତରେ ମଧ୍ୟ ପ୍ରଭାବ ବିସ୍ତାର କରିବାକୁ ଆରମ୍ଭ କରିଥିବାବେଳେ ଏହାକୁ ଆହୁରି ବ୍ୟାପକ କରିବାପାଇଁ ଭାରତ ସମେତ ଅନ୍ୟ କିଛି ବଜାରରେଏହି ସବ୍‌ସ୍କ୍ରିପସନ୍‌ ଫି’ ଶସ୍ତା କରିବ ବୋଲି ଜଣାଯାଇଛି। ପରୀକ୍ଷାମୂଳକ ଭାବେ ପ୍ରଥମେ ଏହି ଶୁଲ୍କ କମ୍ କରାଯିବ ଏବଂ ଗ୍ରାହକଙ୍କ ସଂଖ୍ୟାବୃଦ୍ଧିର ପରିମାଣ ଦେଖିବା ପରେ ଚୂଡ଼ାନ୍ତ ଫି’ ନିର୍ଦ୍ଧାରଣ ହେବ। ବର୍ତ୍ତମାନ ନେଟ୍‌ଫ୍ଲିକ୍ସର ସବ୍‌ସ୍କ୍ରିପସନ୍‌ ଫି ସବୁଠାରୁ ଅଧିକ ଅର୍ଥାତ ମାସିକ […]

netflix

netflix

Subrat Kumar Nayak
  • Published: Saturday, 20 October 2018
  • Updated: 20 October 2018, 09:12 PM IST

Sports

Latest News

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଲୋକପ୍ରିୟ ମନୋରଞ୍ଜନ ପ୍ଲାଟଫର୍ମ 'ନେଟ୍‌ଫ୍ଲିକ୍ସ' ଏବେ ଭାରତରେ ମଧ୍ୟ ପ୍ରଭାବ ବିସ୍ତାର କରିବାକୁ ଆରମ୍ଭ କରିଥିବାବେଳେ ଏହାକୁ ଆହୁରି ବ୍ୟାପକ କରିବାପାଇଁ ଭାରତ ସମେତ ଅନ୍ୟ କିଛି ବଜାରରେଏହି ସବ୍‌ସ୍କ୍ରିପସନ୍‌ ଫି' ଶସ୍ତା କରିବ ବୋଲି ଜଣାଯାଇଛି। ପରୀକ୍ଷାମୂଳକ ଭାବେ ପ୍ରଥମେ ଏହି ଶୁଲ୍କ କମ୍ କରାଯିବ ଏବଂ ଗ୍ରାହକଙ୍କ ସଂଖ୍ୟାବୃଦ୍ଧିର ପରିମାଣ ଦେଖିବା ପରେ ଚୂଡ଼ାନ୍ତ ଫି' ନିର୍ଦ୍ଧାରଣ ହେବ।

ବର୍ତ୍ତମାନ ନେଟ୍‌ଫ୍ଲିକ୍ସର ସବ୍‌ସ୍କ୍ରିପସନ୍‌ ଫି ସବୁଠାରୁ ଅଧିକ ଅର୍ଥାତ ମାସିକ ୫୦୦ ଟଙ୍କା। ଭାରତରେ ସମାନ ସୁବିଧା ଯୋଗାଉଥିବା ଅନ୍ୟ ଦୁଇ ପ୍ଲାଟଫର୍ମ 'ପ୍ରାଇମ୍‌ ଭିଡିଓ' ଏବଂ 'ହଟ୍‌ଷ୍ଟାର'ର ସବ୍‌ସ୍କ୍ରିପସନ୍‌ ଫି ଏହାର ପ୍ରାୟ ଅଧା ବା ତା’ଠାରୁ କମ୍। ଉପଭୋକ୍ତାଙ୍କ ସଂଖ୍ୟା ବଢ଼ାଇବା ପାଇଁ ମାସିକ ଫି' କମାଇବାକୁ ନେଟ୍‌ଫ୍ଲିକ୍ସ ସ୍ଥିର କରିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story