ନଭେମ୍ୱର ୧୯ରୁ ସାମୂହିକ ଛୁଟି ନେବେ ଆରବିଆଇ କର୍ମଚାରୀ

ଭୁବନେଶ୍ୱର: ନଭେମ୍ୱର ୧୯ରୁ ସାମୂହିକ ଭାବେ ଛୁଟିରେ ଯିବେ ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫିସର ଓ କର୍ମଚାରୀ। ଓଡିଶାର ୪୨୫ ଜଣ କର୍ମଚାରୀଙ୍କ ସହ ଦେଶର ପ୍ରାୟ ୧୭ହଜାର କର୍ମଚାରୀ ଛୁଟିରେ ରହିବେ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫିସର ଓ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। କେନ୍ଦ୍ର ସରକାରଙ୍କ ବିତ୍ତୀୟ ଚିଠା ପ୍ରସ୍ତୁତି ନିୟମାବଳୀ ଓ ଆଇନ୍ ପ୍ରଣୟନ ସମ୍ୱନ୍ଧୀୟ ସଂସ୍କାରକୁ ବିରୋଧ କରି କର୍ମଚାରୀ ମାନେ ସାମୂହିକ ଛୁଟିରେ […]

rbi-karma-chari-press-meet

Rakesh Mallick
  • Published: Saturday, 14 November 2015
  • , Updated: 14 November 2015, 03:55 PM IST

ଭୁବନେଶ୍ୱର: ନଭେମ୍ୱର ୧୯ରୁ ସାମୂହିକ ଭାବେ ଛୁଟିରେ ଯିବେ ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫିସର ଓ କର୍ମଚାରୀ। ଓଡିଶାର ୪୨୫ ଜଣ କର୍ମଚାରୀଙ୍କ ସହ ଦେଶର ପ୍ରାୟ ୧୭ହଜାର କର୍ମଚାରୀ ଛୁଟିରେ ରହିବେ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫିସର ଓ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। କେନ୍ଦ୍ର ସରକାରଙ୍କ ବିତ୍ତୀୟ ଚିଠା ପ୍ରସ୍ତୁତି ନିୟମାବଳୀ ଓ ଆଇନ୍ ପ୍ରଣୟନ ସମ୍ୱନ୍ଧୀୟ ସଂସ୍କାରକୁ ବିରୋଧ କରି କର୍ମଚାରୀ ମାନେ ସାମୂହିକ ଛୁଟିରେ ଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ଅଫିସର ଓ କର୍ମଚାରୀ ମିଳିତ ମଞ୍ଚର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ବେହେରା କହିଛନ୍ତି। ଏହାଫଳରେ ଓଡିଶାରେ ଏକ ହଜାର କୋଟି ଟଙ୍କ।ର କାରବାର ପ୍ରଭାବିତ ହେବ ଆଶଙ୍କ। ରହିଛି।

Related story