ଅକ୍ଟୋବର ୧୫ରୁ ବଜାରକୁ ଆସିବ ପତଞ୍ଜଳି ନୁଡୁଲ୍ସ

ନୂଆଦିଲ୍ଳୀ: ଅକ୍ଟୋବର ୧୫ରୁ ବଜାରରେ ମିଳିବ ପତଞ୍ଜଳି ନୁଡୁଲସ୍। ଶୁକ୍ରବାର ରାମଦେବ ବାବା ଦେଇଛନ୍ତି ଏହି ସୂଚନା। ଏହି ନୁଡୁଲ୍ସ ଅଟାରେ ତିଆରି ହୋଇଥିବା ସେ କହିଛନ୍ତି। ଚଳିତମାସ ଶେଷ ସୁଦ୍ଧା ସାରା ଦେଶରେ ଏହି ନୁଡୁଲସ୍ ଉପଲବ୍ଧ ହେବ। ଏହି ନୁଡୁଲ୍ସର ମୂଲ୍ୟ ୧୫ ଟଙ୍କା ରହିଛି। ଏହି ନଡୁଲ୍ସ ସ୍ୱାସ୍ଥ୍ୟକର ବୋଲି ରାମଦେବ ବାବା କହିଛନ୍ତି। ଏଥିରେ ଏମଏସଜି ନାହିଁ।

baba-ramdev

Rakesh Mallick
  • Published: Friday, 09 October 2015
  • , Updated: 09 October 2015, 03:17 PM IST

ନୂଆଦିଲ୍ଳୀ: ଅକ୍ଟୋବର ୧୫ରୁ ବଜାରରେ ମିଳିବ ପତଞ୍ଜଳି ନୁଡୁଲସ୍। ଶୁକ୍ରବାର ରାମଦେବ ବାବା ଦେଇଛନ୍ତି ଏହି ସୂଚନା। ଏହି ନୁଡୁଲ୍ସ ଅଟାରେ ତିଆରି ହୋଇଥିବା ସେ କହିଛନ୍ତି।

ଚଳିତମାସ ଶେଷ ସୁଦ୍ଧା ସାରା ଦେଶରେ ଏହି ନୁଡୁଲସ୍ ଉପଲବ୍ଧ ହେବ। ଏହି ନୁଡୁଲ୍ସର ମୂଲ୍ୟ ୧୫ ଟଙ୍କା ରହିଛି। ଏହି ନଡୁଲ୍ସ ସ୍ୱାସ୍ଥ୍ୟକର ବୋଲି ରାମଦେବ ବାବା କହିଛନ୍ତି। ଏଥିରେ ଏମଏସଜି ନାହିଁ।

Related story