୨୦୨୦ ସୁଦ୍ଧା ଦେଶର ନୂଆ ଏନର୍ଜି ହବ୍ ହେବ ଓଡ଼ିଶା: ଏମସିଏଲ ସିଏମଡି

ସମ୍ବଲପୁର: ଓଡିଶା ଆଗାମୀ ୨୦୨୦ ସୁଦ୍ଧା ଦେଶର ନୂଆ ଏନର୍ଜି ହବ୍ ରୂପେ ଉଭା ହେବ। ଏକଥା କହିଛନ୍ତି, ମହାନଦୀ କୋଲ୍ଡ୍ ଫିଲ୍ଡ୍ ଲିମିଟେଡର ନୂଆ ସିଏମଡି ଅନିଲ କୁମାର ଝା। ଗୁରୁବାର ବୁର୍ଲା କର୍ପୋରେଟ ଅଫିସରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଯୋଗଦେଇ ଝା ଏମସିଏଲର ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋକପାତ କରିଥିଲେ। ଏମସିଏଲ୍ ତା’ର ମୁଖ୍ୟ କାର୍ଯ୍ୟ କୋଇଲା ଉତ୍ପାଦନ ସହ ଶକ୍ତି ଉତ୍ପାଦନ, ଭିତ୍ତିଭୂମି ବିକାଶ ଓ ବହୁ ସାମାଜିକ କଲ୍ୟାଣ ମୁଳକ […]

mcl-cmd

mcl-cmd

Rakesh Mallick
  • Published: Friday, 27 November 2015
  • Updated: 27 November 2015, 03:11 AM IST

Sports

Latest News

ସମ୍ବଲପୁର: ଓଡିଶା ଆଗାମୀ ୨୦୨୦ ସୁଦ୍ଧା ଦେଶର ନୂଆ ଏନର୍ଜି ହବ୍ ରୂପେ ଉଭା ହେବ। ଏକଥା କହିଛନ୍ତି, ମହାନଦୀ କୋଲ୍ଡ୍ ଫିଲ୍ଡ୍ ଲିମିଟେଡର ନୂଆ ସିଏମଡି ଅନିଲ କୁମାର ଝା। ଗୁରୁବାର ବୁର୍ଲା କର୍ପୋରେଟ ଅଫିସରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଯୋଗଦେଇ ଝା ଏମସିଏଲର ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋକପାତ କରିଥିଲେ। ଏମସିଏଲ୍ ତା'ର ମୁଖ୍ୟ କାର୍ଯ୍ୟ କୋଇଲା ଉତ୍ପାଦନ ସହ ଶକ୍ତି ଉତ୍ପାଦନ, ଭିତ୍ତିଭୂମି ବିକାଶ ଓ ବହୁ ସାମାଜିକ କଲ୍ୟାଣ ମୁଳକ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିବା ନେଇ ଝା ସୂଚନା ଦେଇଥିଲେ। ସେହିପରି ଏମସିଏଲ୍ ତରଫରୁ ସମ୍ୱଲପୁର ଆଇଆଇଏମ୍ ପାଇଁ ସ୍ୱତନ୍ତ୍ର ସୁବିଧା ସୁଯୋଗ ଯୋଗାଇ ଦିଆଯିବା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story