ଭୁବନେଶ୍ୱର: ଓଡ଼ିଶାରେ ଲଞ୍ଚ୍ ହୋଇଛି ଭୋଡାଫୋନ୍ର ଫୋର୍ ଜି। ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀ ଏହାର ଉଦ୍ଘାଟନ କରିଥିବା ବେଳେ ଆଜି ବିଧିବଦ୍ଧ ଭାବେ ଏହାକୁ ଲଞ୍ଚ୍ କରାଯାଇଛି। ୨୦୧୭ ମାର୍ଚ୍ଚ ଶେଷ ସୁଦ୍ଧା ରାଜ୍ୟର ସମସ୍ତ ପ୍ରମୁଖ ସହରରେ ଏହି ସେବା ଉପଲବ୍ଧ କରାଇବା ପାଇଁ ଲକ୍ଷ୍ୟ ରଖାଯାଇଛି। ଲଞ୍ଚ୍ ଅବସରରେ ଫୋର୍ ଜି ସିମ୍ ଅପ୍ଗ୍ରେଡ୍ ଉପରେ ବିଭିନ୍ନ ଅଫର ଘୋଷଣା କରିଛି ଭୋଡାଫୋନ୍।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।