ପେଟ୍ରୋଲ ୧ଟଙ୍କା ୨୭ ପଇସା ଓ ଡିଜେଲ ୧ଟଙ୍କା ୧୭ ପଇସା କମିଲା

ନୂଆଦିଲ୍ଲୀ: ପୁଣି ଶସ୍ତା ହୋଇଛି ପେଟ୍ରୋଲ ଓ ଡିଜେଲ ଦର। ଆଜି ସରକାର ପେଟ୍ରୋଲ ଦର ଲିଟର ପିଛା ୧ଟଙ୍କା ୨୭ ପଇସା କମାଇ ଦେଇଛନ୍ତି। ସେହିପରି ଡିଜେଲ ଲିଟର ପିଛା ୧ଟଙ୍କା ୧୭ ପଇସା ହ୍ରାସ ପାଇଛି। ଶୁକ୍ରବାର ମଧ୍ୟରାତ୍ରରୁ ଲାଗୁ ହେବ ନୂଆ ଦର। ଏହା ପୂର୍ବରୁ ଜୁଲାଇ ୩୧ ତାରିଖରେ ସରକାର ପେଟ୍ରୋଲ୍ ଲିଟର ପିଛା ୨ଟଙ୍କା ୪୩ ପଇସା କମାଇ ଥିଲେ। ସେହିପରି ଡିଜେଲ ଦର ଲିଟର ପିଛା ୩ ଟଙ୍କା […]

petrol

Rakesh Mallick
  • Published: Friday, 14 August 2015
  • , Updated: 14 August 2015, 05:33 PM IST

ନୂଆଦିଲ୍ଲୀ: ପୁଣି ଶସ୍ତା ହୋଇଛି ପେଟ୍ରୋଲ ଓ ଡିଜେଲ ଦର। ଆଜି ସରକାର ପେଟ୍ରୋଲ ଦର ଲିଟର ପିଛା ୧ଟଙ୍କା ୨୭ ପଇସା କମାଇ ଦେଇଛନ୍ତି। ସେହିପରି ଡିଜେଲ ଲିଟର ପିଛା ୧ଟଙ୍କା ୧୭ ପଇସା ହ୍ରାସ ପାଇଛି। ଶୁକ୍ରବାର ମଧ୍ୟରାତ୍ରରୁ ଲାଗୁ ହେବ ନୂଆ ଦର।

ଏହା ପୂର୍ବରୁ ଜୁଲାଇ ୩୧ ତାରିଖରେ ସରକାର ପେଟ୍ରୋଲ୍ ଲିଟର ପିଛା ୨ଟଙ୍କା ୪୩ ପଇସା କମାଇ ଥିଲେ। ସେହିପରି ଡିଜେଲ ଦର ଲିଟର ପିଛା ୩ ଟଙ୍କା ୬୦ ପଇସା କମିଥିଲା।

ତା’ ପୂର୍ବରୁ ଜୁଲାଇ ୧୫ ତାରିଖରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୨ ଟଙ୍କା ଲେଖାଏଁ କମିଥିଲା।

Related story