ବଢ଼ିଲା ପେଟ୍ରୋଲ୍ ଓ ଡିଜେଲ୍ ଦର

ନୂଆଦିଲ୍ଲୀ: ବଢ଼ିଲା ପେଟ୍ରୋଲ୍ ଓ ଡିଜେଲ୍ ଦର। ପେଟ୍ରୋଲ୍ ଲିଟର ପିଛା ୪୨ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ୍ ଲିଟର ପିଛା ୧.୦୩ ଟଙ୍କା ବଢ଼ିଛି। ବର୍ଦ୍ଧିତ ଦର ଆଜି ମଧ୍ୟରାତ୍ରରୁ ଲାଗୁ ହେବ।

Petrol-pumps-hubli-1

Petrol-pumps-hubli-1

Rakesh Mallick
  • Published: Sunday, 15 January 2017
  • Updated: 15 January 2017, 10:38 PM IST

Sports

Latest News

ନୂଆଦିଲ୍ଲୀ: ବଢ଼ିଲା ପେଟ୍ରୋଲ୍ ଓ ଡିଜେଲ୍ ଦର। ପେଟ୍ରୋଲ୍ ଲିଟର ପିଛା ୪୨ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ୍ ଲିଟର ପିଛା ୧.୦୩ ଟଙ୍କା ବଢ଼ିଛି। ବର୍ଦ୍ଧିତ ଦର ଆଜି ମଧ୍ୟରାତ୍ରରୁ ଲାଗୁ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos