ଭୁବନେଶ୍ୱର: ରାଷ୍ଟ୍ରାୟତ୍ତ କମ୍ପାନୀଗୁଡ଼ିକ ପକ୍ଷରୁ ପରିଚାଳିତ ପେଟ୍ରୋଲ ପମ୍ପରେ ତେଲ ପକାଇ ଡିଜିଟାଲ ପେମେଣ୍ଟ କଲେ ଆଜିଠୁ ଗ୍ରାହକଙ୍କୁ ରିହାତି ମିଳିବ। ଏନେଇ କେନ୍ଦ୍ର ସରକାର କରିଥିବା ଘୋଷଣା ଅନୁସାରେ ଗ୍ରାହକମାନଙ୍କୁ ଶୂନ ଦଶମିକ ୭୫ପ୍ରତିଶତ ରିହାତି ମିଳିବ। ଏହି ନିୟମ ଆଜି ମଧ୍ୟରାତ୍ରରୁ ଲାଗୁ ହେବ। ଏଥିପାଇଁ ଗ୍ରାହକମାନେ ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ, ମୋବାଇଲ ୱାଲେଟ୍ ଓ ପ୍ରିପେଡ୍ ଲୟାଲିଟି କାର୍ଡ ବ୍ୟବହାର କରିପାରିବେ। କ୍ୟାସଲ୍ୟାସ୍ ସୋସାଇଟି ଲକ୍ଷ୍ୟରେ କେନ୍ଦ୍ର ସରକାର କିଛି ଦିନ ପୂର୍ବରୁ ଏହି ଘୋଷଣା କରିଥିଲେ। ଘୋଷଣା ପରେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ ଗ୍ରାହକମାନଙ୍କୁ ଏହି ସୁବିଧା ପ୍ରଦାନ କରିବା ଲାଗି ବ୍ୟାଙ୍କ, ଇ ୱାଲେଟ୍ କମ୍ପାନୀ ଓ ଏ ସମ୍ପର୍କୀତ ସେବା ପ୍ରଦାନ କରୁଥିବା ସଂସ୍ଥା ସହ ସହବନ୍ଧିତ ହୋଇଛନ୍ତି। ଗ୍ରାହକମାନେ ପେଟ୍ରୋଲ ଟାଙ୍କିରେ ଡିଜିଟାଲ ପେମେଣ୍ଟ କଲେ ରହାତି ଟଙ୍କା ତିନି ଦିନ ମଧ୍ୟରେ ସେମାନଙ୍କ ଆକାଉଣ୍ଟକୁ ଚାଲିଯିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଆମେରିକା ଏଜେନ୍ସିର ଅଭିଯୋଗ, ୨୦୨୧ରେ ଜଗନ ରେଡ୍ଡୀଙ୍କୁ ଲାଞ୍ଚ ପ୍ରତିଶ୍ରୁତି ଦେଇଥିଲେ ଆଦାନୀ
ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ କମିଶନ (SEC) ଏହି ଅଭିଯୋଗ ଆଣିଛି।
Business
ଦୋହଲିଲା ଆଦାନୀ ସାମ୍ରାଜ୍ୟ; ଶେଆର ବଜାରରେ ଦିନକରେ ୫ ଲକ୍ଷ ୩୫ ହଜାର କୋଟି ବୁଡ଼ିଲା
ଏହି ଘଟଣା ଆଦାନୀଙ୍କ ବ୍ୟବସାୟ ସାମ୍ରାଜ୍ୟକୁ ସମ୍ପୂର୍ଣ୍ଣ ଦୋହଲାଇ ଦେଇଥିବା ବେଳେ ଭାରତୀୟ ଶେଆର ବଜାରରେ ହୋଇଛି ପ୍ରଚଣ୍ଡ ବିସ୍ଫୋରଣ।
Business
ଆଦାନୀ ଲାଞ୍ଚ ମାମଲା: ଆମେରିକା ଅଭିଯୋଗ ତାଲିକାରେ ଅଛି ଓଡ଼ିଶା
ଗୌତମ ଆଦାନୀଙ୍କ ସମେତ ଭାରତର ଚାରିଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ଆମେରିକା କୋର୍ଟଙ୍କ ଅଭିଯୋଗ ତାଲିକାରେ ଅଛି।
Business
ଆମେରିକା କୋର୍ଟଙ୍କ ଗିରଫ ୱାରେଣ୍ଟ ପରେ ପ୍ରତିକ୍ରିୟା ରଖିଲା ଆଦାନୀ ଗ୍ରୁପ୍
ଆମେରିକା କୋର୍ଟଙ୍କ ଗିରଫ ୱାରେଣ୍ଟ ପରେ ଆଦାନୀ ଗ୍ରୁପର ଷ୍ଟକ୍ ମୂଲ୍ୟ ହ୍ରାସ ପାଇଛି।
Business
ଇଣ୍ଡିଆ ଫୋର୍ବସ ତାଲିକାରେ ସ୍ଥାନ ପାଇଥିବା OTVକୁ ମିଳିଲା ସମ୍ମାନ
ଆଗାମୀ ଦିନରେ ବି ଏମିତି ଉପରେ ରହିବୁ ବୋଲି ଆଶା ଥିବା କହିଛନ୍ତି ଓଟିଭି ନେଟୱର୍କର ଏମ୍ଡି ଜଗି ମଙ୍ଗତ ପଣ୍ଡା।