ପେଟ୍ରୋଟେକ୍-୨୦୧୬ ଉଦ୍‌ଘାଟିତ

ନୂଆଦିଲ୍ଲୀ: ଦିଲ୍ଲୀର ପ୍ରଗତି ମୈଦାନରେ ଆରମ୍ଭ ହୋଇଛି ପେଟ୍ରୋଟେକ୍ ୨୦୧୬। ଗତକାଲି ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଶୁଭାରମ୍ଭ କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହି ସମ୍ମିଳନୀକୁ ବିଧିବଦ୍ଧ ଭାବେ ଉଦ୍‌ଘାଟନ କରିଛନ୍ତି। ତୈଳ ଓ ଗ୍ୟାସ୍ ସଂପର୍କିତ ଏହି ପ୍ରଦର୍ଶନୀରେ ୫୦ଟି ଦେଶର ୬୦୦ରୁ ଅଧିକ ସଂସ୍ଥା ଅଂଶଗ୍ରହଣ କରିଛନ୍ତି। ଏଥର ପ୍ରଦର୍ଶନୀର ଥିମ୍ ରହିଛି ‘ହାଇଡ୍ରୋକାର୍ବନ୍ସ ଟୁ ଫୁଏଲ ଦି ଫ୍ୟୁଚର-ଚଏସେସ୍ ଆଣ୍ଡ୍ ଚ୍ୟାଲେଞ୍ଜେସ୍’। ଏଥିରେ ମେକ୍ ଇନ୍ ଇଣ୍ଡିଆ […]

petrotech

petrotech

Rakesh Mallick
  • Published: Monday, 05 December 2016
  • Updated: 05 December 2016, 12:51 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀର ପ୍ରଗତି ମୈଦାନରେ ଆରମ୍ଭ ହୋଇଛି ପେଟ୍ରୋଟେକ୍ ୨୦୧୬। ଗତକାଲି ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଶୁଭାରମ୍ଭ କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହି ସମ୍ମିଳନୀକୁ ବିଧିବଦ୍ଧ ଭାବେ ଉଦ୍‌ଘାଟନ କରିଛନ୍ତି। ତୈଳ ଓ ଗ୍ୟାସ୍ ସଂପର୍କିତ ଏହି ପ୍ରଦର୍ଶନୀରେ ୫୦ଟି ଦେଶର ୬୦୦ରୁ ଅଧିକ ସଂସ୍ଥା ଅଂଶଗ୍ରହଣ କରିଛନ୍ତି। ଏଥର ପ୍ରଦର୍ଶନୀର ଥିମ୍ ରହିଛି ‘ହାଇଡ୍ରୋକାର୍ବନ୍ସ ଟୁ ଫୁଏଲ ଦି ଫ୍ୟୁଚର-ଚଏସେସ୍ ଆଣ୍ଡ୍ ଚ୍ୟାଲେଞ୍ଜେସ୍’। ଏଥିରେ ମେକ୍ ଇନ୍ ଇଣ୍ଡିଆ ଓ ନବୀକରଣ ଯୋଗ୍ୟ ଶକ୍ତି ଉତ୍ସ ସଂପର୍କରେ ବିସ୍ତୃତ ଆଲୋଚନା ହେବ। ସେହିପରି ବିଭିନ୍ନ ଦେଶରୁ ଆସିଥିବା ସଂସ୍ଥା, ତୈଳ ଓ ଗ୍ୟାସର ବ୍ୟବହାର ନେଇ ନିଜ ନିଜ ଜ୍ଞାନକୌଶଳ ପ୍ରଦର୍ଶନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story