ପୁଣି ବଢ଼ିଲା ପେଟ୍ରୋଲ୍ ଓ ଡିଜେଲ୍ ଦର

 ନୁଆଦିଲ୍ଲୀ:ପୁଣି ବଢ଼ିଲା ପେଟ୍ରୋଲ୍ ଓ ଡିଜେଲ୍ ଦର। ପେଟ୍ରୋଲ୍ ଲିଟର ପ୍ରତି ୩ ଟଙ୍କ। ୧୩ ପଇସା ବୃଦ୍ଧି ପାଇଛି। ସେପଟେ ଡିଜେଲ୍ ଲିଟର ପ୍ରତି ୨ ଟଙ୍କ। ୭୧ ପଇସା ବୃଦ୍ଧି ପାଇଛି। ଆଜି ମଧ୍ୟରାତ୍ରୀରୁ ଲାଗୁ ହେବ ନୂତନ ଦର। ସୂଚନା ଥାଉକି ଗତ ଏପ୍ରିଲ୩୦ ତାରିଖରେ  ପେଟ୍ରୋଲ ଲିଟର ପିଛା ୩ଟଙ୍କା ୯୬ ପଇସା ଓ ଡିଜେଲ ଲିଟର ପିଛା ୨ଟଙ୍କା ୩୭ ପଇସା ବୃଦ୍ଧି ପାଇଥିଲା।  ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳଦର ବୃଦ୍ଧି […]

petrol

Rakesh Mallick
  • Published: Friday, 15 May 2015
  • , Updated: 15 May 2015, 03:38 PM IST

 ନୁଆଦିଲ୍ଲୀ:ପୁଣି ବଢ଼ିଲା ପେଟ୍ରୋଲ୍ ଓ ଡିଜେଲ୍ ଦର। ପେଟ୍ରୋଲ୍ ଲିଟର ପ୍ରତି ୩ ଟଙ୍କ। ୧୩ ପଇସା ବୃଦ୍ଧି ପାଇଛି। ସେପଟେ ଡିଜେଲ୍ ଲିଟର ପ୍ରତି ୨ ଟଙ୍କ। ୭୧ ପଇସା ବୃଦ୍ଧି ପାଇଛି। ଆଜି ମଧ୍ୟରାତ୍ରୀରୁ ଲାଗୁ ହେବ ନୂତନ ଦର। ସୂଚନା ଥାଉକି ଗତ ଏପ୍ରିଲ୩୦ ତାରିଖରେ  ପେଟ୍ରୋଲ ଲିଟର ପିଛା ୩ଟଙ୍କା ୯୬ ପଇସା ଓ ଡିଜେଲ ଲିଟର ପିଛା ୨ଟଙ୍କା ୩୭ ପଇସା ବୃଦ୍ଧି ପାଇଥିଲା।  ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳଦର ବୃଦ୍ଧି ଯୋଗୁ ଭାରତରେ ପେଟ୍ରୋଲ୍-ଡିଜେଲ୍ ମୂଲ୍ୟ ପ୍ରଭାବିତ ହୋଇଛି। ତା ସହିତ ଆନ୍ତର୍ଜାତିକ ବଜାର ତୁଳନାରେ ଟଙ୍କ।ର ମୂଲ୍ୟ ହ୍ରାସ ମଧ୍ୟ ତୈଳଦର ବୃଦ୍ଧିର ଆଉ ଏକ କାରଣ ବୋଲି ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

Related story