ପୁଞ୍ଜି ନିବେଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଗଠନ ହେବ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି

ଭୁବନେଶ୍ୱର: ଶିଳ୍ପାୟନ କ୍ଷେତ୍ରରେ ପୁଞ୍ଜି ନିବେଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବାକୁ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯିବ। ଶିଳ୍ପମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠନ ହେବାକୁ ଥିବା ଏହି କମିଟିରେ ଖଣି, ଏମ୍‌ଏସ୍‌ଏମ୍‌ଇ, ଜଙ୍ଗଲ ଓ ଆଇଟି ମନ୍ତ୍ରୀମାନେ ସଦସ୍ୟ ରହିବେ। ଶିଳ୍ପାୟନ କ୍ଷେତ୍ରରେ ପୁଞ୍ଜି ନିବେଶ ସ୍ଥିତି ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ ଦେବୀପ୍ରସାଦ ମିଶ୍ର ସୂଚନା ଦେଇ କହିଛନ୍ତି,“ପୁଞ୍ଜି ନିବେଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ପ୍ରଶାସନକୁ […]

make-in-odisha

make-in-odisha

Rakesh Mallick
  • Published: Monday, 19 December 2016
  • Updated: 19 December 2016, 01:47 PM IST

Sports

Latest News

make-in-odishaଭୁବନେଶ୍ୱର: ଶିଳ୍ପାୟନ କ୍ଷେତ୍ରରେ ପୁଞ୍ଜି ନିବେଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବାକୁ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯିବ। ଶିଳ୍ପମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠନ ହେବାକୁ ଥିବା ଏହି କମିଟିରେ ଖଣି, ଏମ୍‌ଏସ୍‌ଏମ୍‌ଇ, ଜଙ୍ଗଲ ଓ ଆଇଟି ମନ୍ତ୍ରୀମାନେ ସଦସ୍ୟ ରହିବେ। ଶିଳ୍ପାୟନ କ୍ଷେତ୍ରରେ ପୁଞ୍ଜି ନିବେଶ ସ୍ଥିତି ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ବୈଠକ ପରେ ଦେବୀପ୍ରସାଦ ମିଶ୍ର ସୂଚନା ଦେଇ କହିଛନ୍ତି,“ପୁଞ୍ଜି ନିବେଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ପ୍ରଶାସନକୁ ମଧ୍ୟ ଦାୟିତ୍ୱ ଦିଆଯିବ। ପ୍ରଶାସକକୁ ନେଇ ଟାକ୍ସଫୋର୍ସ ଗଠନ କରାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ମୁଖ୍ୟ ଶାସନ ସଚିବଙ୍କ ସମେତ ୧୨ଟି ବିଭାଗର ସଚିବ ସଦସ୍ୟ ରହିବେ।”

ପୁଞ୍ଜି କାର୍ଯ୍ୟକ୍ଷମ ଲାଗି ମୁଖ୍ୟମନ୍ତ୍ରୀ ୩ ବର୍ଷର ଟାର୍ଗେଟ ଦେଇଛନ୍ତି। ଏହି ସମୟ ମଧ୍ୟରେ ଅତିକମ୍‌ରେ ଦେଢ ଲକ୍ଷ କୋଟି ଟଙ୍କାର ପୁଞ୍ଜି କାର୍ଯ୍ୟକ୍ଷମ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ବୈଠକରେ ଶିଳ୍ପମନ୍ତ୍ରୀଙ୍କ ସମେତ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଶିଳ୍ପ ସଚିବ ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story