ରେଳବାଇ ପାଇଁ ୧.୩୧ ହଜାର କୋଟି ଟଙ୍କା ବ୍ୟୟବରାଦ

ନୂଆଦିଲ୍ଲୀ: ଲୋକସଭାରେ ଆଜି ଉପସ୍ଥାପନ ହୋଇଥିବା ସାଧାରଣ ବଜେଟ୍‌ରେ ରେଳବାଇ ପାଇଁ ୧.୩୧ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ବିଶେଷ କରି ରେଳ ବିଭାଗରେ ସଂସ୍କାର ଓ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦିଆଯାଇଛି। ୨୦୧୯ ସୁଦ୍ଧା ସବୁ ରେଳ ବଗିକୁ ବାୟୋ ଟଏଲଟ୍‌ କରିବାକୁ ଲକ୍ଷ୍ୟ ରଖାଯାଇଛି। ଭିନ୍ନକ୍ଷମମାନଙ୍କ ପାଇଁ ରେଳ ଷ୍ଟେସନରେ ବିଶେଷ ସୁବିଧା କରାଯିବ। ଆଇଆରସିଟିସିରେ ଇ-ଟିକେଟ୍‌ ଉପରେ ସର୍ଭିସ୍‌ ଟ୍ୟାକ୍ସ ଛାଡ କରାଯାଇଛି। ରେଳ ସୁରକ୍ଷା ପାଇଁ ୧ ଲକ୍ଷ କୋଟି […]

jaitley

jaitley

Rakesh Mallick
  • Published: Wednesday, 01 February 2017
  • Updated: 01 February 2017, 04:16 PM IST

Sports

Latest News

ନୂଆଦିଲ୍ଲୀ: ଲୋକସଭାରେ ଆଜି ଉପସ୍ଥାପନ ହୋଇଥିବା ସାଧାରଣ ବଜେଟ୍‌ରେ ରେଳବାଇ ପାଇଁ ୧.୩୧ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ବିଶେଷ କରି ରେଳ ବିଭାଗରେ ସଂସ୍କାର ଓ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦିଆଯାଇଛି।

୨୦୧୯ ସୁଦ୍ଧା ସବୁ ରେଳ ବଗିକୁ ବାୟୋ ଟଏଲଟ୍‌ କରିବାକୁ ଲକ୍ଷ୍ୟ ରଖାଯାଇଛି। ଭିନ୍ନକ୍ଷମମାନଙ୍କ ପାଇଁ ରେଳ ଷ୍ଟେସନରେ ବିଶେଷ ସୁବିଧା କରାଯିବ। ଆଇଆରସିଟିସିରେ ଇ-ଟିକେଟ୍‌ ଉପରେ ସର୍ଭିସ୍‌ ଟ୍ୟାକ୍ସ ଛାଡ କରାଯାଇଛି।

ରେଳ ସୁରକ୍ଷା ପାଇଁ ୧ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ୨୦୨୦ ସୁଦ୍ଧା ସବୁ ଜଗୁଆଳି ବିହୀନ ରେଳ ଫାଟକ୍‌ ଉଚ୍ଛେଦ କରାଯିବ। ବିକାଶ ପାଇଁ ୨୫ଟି ଷ୍ଟେସନକୁ ଚୟନ କରାଯାଇଛି।

ଚଳିତ ବଜେଟ୍‌ରେ ୩୫୦୦ କିମି ନୂଆ ରେଳଲାଇନ୍‌ କରାଯବାକୁ ଲକ୍ଷ୍ୟ ରଖାଯାଇଛି। ୭୦୦୦ ଷ୍ଟେସନ୍‌କୁ ସୋଲାର ସିଷ୍ଟମ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story