ରାଜ୍ୟର ମ୍ୟୁଚୁଆଲ ଫଣ୍ଡ ବଜାରରେ ୧୬୦ କୋଟି ଟଙ୍କା ନିବେଶ ପରିଚାଳନା କରୁଛି ଡିପିଏସ ବ୍ଲାକରକ

ଭୁବନେଶ୍ୱର: ଓଡିଶାର ମ୍ୟୁଚୁଆଲ ଫଣ୍ଡ ବଜାରରେ ୧୬୦ କୋଟି ଟଙ୍କାର ନିବେଶ ରାଶି ପରିଚାଳନା କରୁଛି ପ୍ରମୁଖ କମ୍ପାନୀ ଡିପିଏସ ବ୍ଲାକରକ । ଭୁବନେଶ୍ୱରରେ ଆୟୋଜିତ ପରାମର୍ଶଦାତା ଓ ଡିଷ୍ଟ୍ରିବ୍ୟୁଟର ମିଟରେ ଏହି ସୂଚନା ଦେଇଛନ୍ତି କମ୍ପାନୀ ଏକଜିକ୍ୟୁଟିଭ ଭି.ପି. ଅଜିତ ମେନନ। ଏଥିସହ ସମଗ୍ର ଦେଶରେ ଆର୍ଥିକ ପରାମର୍ଶଦାତାଙ୍କ ପାଇଁ ଏକ ନୂଆ ନୀତି  ଆଇଏଫଏ ଏକ୍ସପ୍ରେସ ଘୋଷଣା କରିଛି। ଯାହା ଆର୍ଥିକ ପରାମର୍ଶଦାତାମାନଙ୍କ କାର୍ଯ୍ୟ ସହଜ ଓ ସରଳ କରିବ । ଏହାସହ ଉଚ୍ଚ […]

bolck

Rakesh Mallick
  • Published: Thursday, 27 August 2015
  • , Updated: 27 August 2015, 02:26 AM IST

ଭୁବନେଶ୍ୱର: ଓଡିଶାର ମ୍ୟୁଚୁଆଲ ଫଣ୍ଡ ବଜାରରେ ୧୬୦ କୋଟି ଟଙ୍କାର ନିବେଶ ରାଶି ପରିଚାଳନା କରୁଛି ପ୍ରମୁଖ କମ୍ପାନୀ ଡିପିଏସ ବ୍ଲାକରକ । ଭୁବନେଶ୍ୱରରେ ଆୟୋଜିତ ପରାମର୍ଶଦାତା ଓ ଡିଷ୍ଟ୍ରିବ୍ୟୁଟର ମିଟରେ ଏହି ସୂଚନା ଦେଇଛନ୍ତି କମ୍ପାନୀ ଏକଜିକ୍ୟୁଟିଭ ଭି.ପି. ଅଜିତ ମେନନ। ଏଥିସହ ସମଗ୍ର ଦେଶରେ ଆର୍ଥିକ ପରାମର୍ଶଦାତାଙ୍କ ପାଇଁ ଏକ ନୂଆ ନୀତି  ଆଇଏଫଏ ଏକ୍ସପ୍ରେସ ଘୋଷଣା କରିଛି। ଯାହା ଆର୍ଥିକ ପରାମର୍ଶଦାତାମାନଙ୍କ କାର୍ଯ୍ୟ ସହଜ ଓ ସରଳ କରିବ । ଏହାସହ ଉଚ୍ଚ ଗ୍ରାହକ ସେବା ଓ ଅଧିକ ବ୍ୟବସାୟକୁ ସଫଳ ପରିଚାଳନା କରାଯାଇପାରିବ ବୋଲି ମେନନ କହିଛନ୍ତି।

Related story