ରଥଯାତ୍ରାରେ ଜଗନ୍ନାଥ ସଙ୍ଗୀତକୁ ନେଇ ଏୟାରଟେଲ୍ ଓ ଭୋଡ଼ାଫୋନର ସ୍ୱତନ୍ତ୍ର ସୁବିଧା

ଭୁବନେଶ୍ୱର: ଜଗତରନାଥ ଜଗନ୍ନାଥଙ୍କ ନବକଳେବର ଗାଥା ଏବଂ ସଂଗୀତକୁ ଯଦି ମୋବାଇଲ୍ ଜରିଆରେ ଆପଣ ଶୁଣିବା ପାଇଁ ଚାହାଁନ୍ତି ତେବେ ଏୟାରଟେଲ୍ ଏବଂ ଭୋଡ଼ାଫୋନ୍ ପକ୍ଷରୁ ସ୍ୱତନ୍ତ୍ର ସୁବିଧା ପ୍ରଦାନ କରାଯାଉଛି। ଆପଣ ଯଦି ଏୟାଟେଲ୍ ଗ୍ରାହକ ତେବେ ୫୮୮୮୮୧୧୧ ନମ୍ୱରରେ ଡାଏଲ୍ କରନ୍ତୁ। ସେହିପରି ଭୋଡ଼ାଫୋନ୍ ଗ୍ରାହକ ହୋଇଥିଲେ ୫୮୮୮୮୩୧୧ ନମ୍ୱରକୁ ଡାଏଲ୍ କରନ୍ତୁ। ତେବେ ସମସ୍ତ କଲ୍ ଦେୟ ଯୁକ୍ତ ଅଟେ।

voda-airtel

Rakesh Mallick
  • Published: Friday, 17 July 2015
  • , Updated: 17 July 2015, 09:02 AM IST

Related story