ସୁଧ ହାର ଅପରିବର୍ତ୍ତିତ ରଖିଲା ଆରବିଆଇ

ନୂଆଦିଲ୍ଲୀ: ଆଜି ଆରବିଆଇ ଦ୍ୱିମାସିକ ମୁଦ୍ରାନୀତିର ସମୀକ୍ଷା କରିଥିଲା। ଏଥିରେ ସୁଧ ହାର ଅପରିବର୍ତ୍ତିତ ରଖାଯାଇଛି। ଉଭୟ ରେପୋ ରେଟ୍‌ ଓ କ୍ୟାଶ ରିଜର୍ଭ ରେସିଓ (ସିଆରଆର)କୁ ଆରବିଆଇ ଅପରିବର୍ତ୍ତିତ ରଖିଛି। ପ୍ରଚଳିତ ରେପୋ ରେଟ୍‌ ୬.୨୫ ପ୍ରତିଶତରେ ବଳବତ୍ତର ରହିଛି। ଫଳରେ ବ୍ୟାଙ୍କମାନଙ୍କ ପାଇଁ ସୁଧ ହାର ହ୍ରାସ କରିବା ରାସ୍ତା ବନ୍ଦ ହୋଇଯାଇଛି। ଫଳରେ ଇଏମ୍‌ଆଇ କମିବା ନେଇ ଯେଉଁ ଆଶା କରାଯାଉଥିଲା ତାହା ମଉଳି ଯାଇଛି। ବିମୁଦ୍ରାକରଣ ପରେ ଆଜି ଆରବିଆଇର ପ୍ରଥମ […]

urjit-patel

urjit-patel

Rakesh Mallick
  • Published: Wednesday, 07 December 2016
  • Updated: 07 December 2016, 06:40 PM IST

Sports

Latest News

ନୂଆଦିଲ୍ଲୀ: ଆଜି ଆରବିଆଇ ଦ୍ୱିମାସିକ ମୁଦ୍ରାନୀତିର ସମୀକ୍ଷା କରିଥିଲା। ଏଥିରେ ସୁଧ ହାର ଅପରିବର୍ତ୍ତିତ ରଖାଯାଇଛି। ଉଭୟ ରେପୋ ରେଟ୍‌ ଓ କ୍ୟାଶ ରିଜର୍ଭ ରେସିଓ (ସିଆରଆର)କୁ ଆରବିଆଇ ଅପରିବର୍ତ୍ତିତ ରଖିଛି।

ପ୍ରଚଳିତ ରେପୋ ରେଟ୍‌ ୬.୨୫ ପ୍ରତିଶତରେ ବଳବତ୍ତର ରହିଛି। ଫଳରେ ବ୍ୟାଙ୍କମାନଙ୍କ ପାଇଁ ସୁଧ ହାର ହ୍ରାସ କରିବା ରାସ୍ତା ବନ୍ଦ ହୋଇଯାଇଛି। ଫଳରେ ଇଏମ୍‌ଆଇ କମିବା ନେଇ ଯେଉଁ ଆଶା କରାଯାଉଥିଲା ତାହା ମଉଳି ଯାଇଛି।

ବିମୁଦ୍ରାକରଣ ପରେ ଆଜି ଆରବିଆଇର ପ୍ରଥମ ମୁଦ୍ରାନୀତି ସମୀକ୍ଷା ହୋଇଥିଲା। ସମସ୍ତେ ଆଶା କରୁଥିଲେ ସୁଧହାର .୨୫ ପ୍ରତିଶତ ହ୍ରାସ କରାଯିବ।

ଆରବିଆଇ ଗଭର୍ଣ୍ଣର ଉରଜିତ ପଟେଲ କହିଛନ୍ତି,“ନୋଟବନ୍ଦୀ ପରେ ବ୍ୟାଙ୍କ ଗୁଡିକରେ ଦେଖା ଦେଇଥିବା ଅତିରିକ୍ତ କ୍ୟାସ୍‌ ସମସ୍ୟାକୁ ଦୃଷ୍ଟିରେ ରଖି ସୁଧ ହାରରେ କୌଣସି ରିହାତି ଦିଆଯାଇନାହିଁ।”

ମୁଦ୍ରାସ୍ପୀତି ୫ ପ୍ରତିଶତ ଓ ଜିଡିପି ବିକାଶ ହାର ୭.୧ ପ୍ରତିଶତ ରହିବାର ସମ୍ଭାବନା ଥିବା ଆରବିଆଇ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story