ମୁଦ୍ରାନୀତି ସମୀକ୍ଷା: ରେପୋ ରେଟ୍ ୬.୭୫ ପ୍ରତିଶତରେ ଅପରିବର୍ତ୍ତିତ

ନୂଆଦିଲ୍ଲୀ: ମୁଦ୍ରାନୀତି ସମୀକ୍ଷା କରିଛନ୍ତି ରିଜର୍ଭ ବ୍ୟାଙ୍କ। ରେପୋ ରେଟକୁ ୬.୭୫ ପ୍ରତିଶତରେ ଅପରିବର୍ତ୍ତିତ  ରଖିଛନ୍ତି ଆରବିଆଇ ଗଭର୍ଣ୍ଣର ରଘୁରାମ ରାଜନ। ସେହିପରି କ୍ୟାସ୍ ରିଜର୍ଭ୍ ରେସିଓ ମଧ୍ୟ ୪ ପ୍ରତିଶତରେ ଓ ଷ୍ଟାଚୁଆରୀ ଲିକ୍ୱିଡିଟି ରେସିଓ ମଧ୍ୟ ୨୧.୫ ପ୍ରତିଶତରେ ସ୍ଥିର ରହିଛି। ପୂର୍ବରୁ ରିଜର୍ଭ ବ୍ୟାଙ୍କ ରେପୋ ରେଟକୁ ୦.୫ ପ୍ରତିଶତ ହ୍ରାସ କରିଥିଲେ। ସେପଟେ ଚଳିତ ଆର୍ଥିକବର୍ଷର ଦ୍ୱିତୀୟ ତ୍ରୟୋମାସରେ ଦେଶର ଜିଡିପି ଅଭିବୃଦ୍ଧିରେ ସୁଧାର ଆସିଛି। ପ୍ରଥମ ତ୍ରୟମାସରେ ଏହା ୭ […]

RAJAN

RAJAN

Rakesh Mallick
  • Published: Tuesday, 01 December 2015
  • Updated: 01 December 2015, 04:27 PM IST

Sports

Latest News

ନୂଆଦିଲ୍ଲୀ: ମୁଦ୍ରାନୀତି ସମୀକ୍ଷା କରିଛନ୍ତି ରିଜର୍ଭ ବ୍ୟାଙ୍କ। ରେପୋ ରେଟକୁ ୬.୭୫ ପ୍ରତିଶତରେ ଅପରିବର୍ତ୍ତିତ  ରଖିଛନ୍ତି ଆରବିଆଇ ଗଭର୍ଣ୍ଣର ରଘୁରାମ ରାଜନ। ସେହିପରି କ୍ୟାସ୍ ରିଜର୍ଭ୍ ରେସିଓ ମଧ୍ୟ ୪ ପ୍ରତିଶତରେ ଓ ଷ୍ଟାଚୁଆରୀ ଲିକ୍ୱିଡିଟି ରେସିଓ ମଧ୍ୟ ୨୧.୫ ପ୍ରତିଶତରେ ସ୍ଥିର ରହିଛି। ପୂର୍ବରୁ ରିଜର୍ଭ ବ୍ୟାଙ୍କ ରେପୋ ରେଟକୁ ୦.୫ ପ୍ରତିଶତ ହ୍ରାସ କରିଥିଲେ। ସେପଟେ ଚଳିତ ଆର୍ଥିକବର୍ଷର ଦ୍ୱିତୀୟ ତ୍ରୟୋମାସରେ ଦେଶର ଜିଡିପି ଅଭିବୃଦ୍ଧିରେ ସୁଧାର ଆସିଛି। ପ୍ରଥମ ତ୍ରୟମାସରେ ଏହା ୭ ପ୍ରତିଶତ ଥିବା ବେଳେ ଦ୍ୱିତୀୟ ତ୍ରୟମାସରେ ଏହା ୭.୪ ପ୍ରତିଶତକୁ ବୃଦ୍ଧି ପାଇଛି। ତେବେ ମୁଦ୍ରାସ୍ଫିତି ୫ ପ୍ରତିଶତରେ ପହଞ୍ଚି ଥିବାରୁ ରିଜର୍ଭ ବ୍ୟାଙ୍କର ଚିନ୍ତା ବଢ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story