ରିଜର୍ଭ ବ୍ୟାଙ୍କର ରେପୋ ରେଟ୍ ଅପରିବର୍ତ୍ତିତ

ନୂଆଦିଲ୍ଲୀ: ଅପରିବର୍ତ୍ତିତ ରହିଲା ରିଜର୍ଭ ବ୍ୟାଙ୍କର ରେପୋ ରେଟ୍ । ନିବେଶ ବୃଦ୍ଧି ଲାଗି ରେପୋ ରେଟ୍କୁ ଆହୁରି କମ୍ କରିବା ଲାଗି ସରକାରୀ ଅଧିକାରୀ ଓ ଉଦ୍ୟୋଗପତିଙ୍କ ଆହ୍ୱାନ ସତ୍ୱେ ଏଥିରେ କୌଣସି ପରିବର୍ତ୍ତନ ହୋଇନାହିଁ। ଆଜି ରିଜର୍ଭ ବ୍ୟାଙ୍କ ପକ୍ଷରୁ ଋଣନୀତି ସମୀକ୍ଷା କରାଯାଇଥିବା ବେଳେ ସବୁ କଳ୍ପନା ଜଳ୍ପନାର ଅବସାନ ଘଟାଇ ରଘୁରାମ ରାଜନ ରେପୋ ରେଟକୁ ୭.୨୫ ପ୍ରତିଶତରେ ଅପରବର୍ତ୍ତିତ ରଖିଛନ୍ତି। ସେହିଭଳି ରିଭର୍ସ ରେପୋ ରେଟ ମଧ୍ୟ ୪.୦ ପ୍ରତିଶତରେ […]

raghuram-rajan-rbi-governor

Rakesh Mallick
  • Published: Tuesday, 04 August 2015
  • , Updated: 04 August 2015, 09:31 AM IST

ନୂଆଦିଲ୍ଲୀ: ଅପରିବର୍ତ୍ତିତ ରହିଲା ରିଜର୍ଭ ବ୍ୟାଙ୍କର ରେପୋ ରେଟ୍ । ନିବେଶ ବୃଦ୍ଧି ଲାଗି ରେପୋ ରେଟ୍କୁ ଆହୁରି କମ୍ କରିବା ଲାଗି ସରକାରୀ ଅଧିକାରୀ ଓ ଉଦ୍ୟୋଗପତିଙ୍କ ଆହ୍ୱାନ ସତ୍ୱେ ଏଥିରେ କୌଣସି ପରିବର୍ତ୍ତନ ହୋଇନାହିଁ। ଆଜି ରିଜର୍ଭ ବ୍ୟାଙ୍କ ପକ୍ଷରୁ ଋଣନୀତି ସମୀକ୍ଷା କରାଯାଇଥିବା ବେଳେ ସବୁ କଳ୍ପନା ଜଳ୍ପନାର ଅବସାନ ଘଟାଇ ରଘୁରାମ ରାଜନ ରେପୋ ରେଟକୁ ୭.୨୫ ପ୍ରତିଶତରେ ଅପରବର୍ତ୍ତିତ ରଖିଛନ୍ତି। ସେହିଭଳି ରିଭର୍ସ ରେପୋ ରେଟ ମଧ୍ୟ ୪.୦ ପ୍ରତିଶତରେ ଅପରିବର୍ତ୍ତିତ ରହିଛି। ତେବେ ଏଥର ରେପୋ ରେଟ୍ ହ୍ରାସ ପାଇ ନଥିବାରୁ ଗୃହ ଓ କାର ଋଣ ଶସ୍ତା ହେବା ନେଇ ଗ୍ରାହକମାନଙ୍କୁ ଆହୁରି ଅପେକ୍ଷା କରିବାକୁ ପଡ଼ିବ।

Related story