ରୁପି ସଂକେତ ଥାଇ ଆସିବ ନୂଆ ହଜାର ଟଙ୍କିଆ ନୋଟ୍

ନୂଆଦିଲ୍ଲୀ: ଖୁବଶୀଘ୍ର ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଆରବିଆଇ) ବଜାରକୁ ଛାଡ଼ିବ ନୂଆ ଏକ ହଜାର ଟଙ୍କିଆ ନୋଟ୍। ମହାତ୍ମା ଗାନ୍ଧୀ ସିରିଜ-୨୦୧୫ ସିରିଜର ଏହି ୧୦୦୦ ଟଙ୍କିଆ ନୋଟରେ ଏକ ନୂଆ ଜିନିଷ ଦେଖିବାକୁ ମିଳିବ। ଏହି ନୋଟରେ ରହିବ ରୁପିର ସଂକେତ। ତେବେ ଏହା ପୂର୍ବରୁ ବ୍ୟାଙ୍କ ଛାଡ଼ି ଥିବା ସମସ୍ତ ୧୦୦୦ ଟଙ୍କିଆ ନୋଟର ବୈଧତା ବଜାୟ ରହିବ।

rupee

Rakesh Mallick
  • Published: Wednesday, 26 August 2015
  • , Updated: 26 August 2015, 05:32 PM IST

Related story