ସବୁଦିନିଆ ବନ୍ଦର ଭାବେ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲା ଗୋପାଳପୁର ବନ୍ଦର

ବ୍ରହ୍ମପୁର: ଫାଇଲିନ୍ ପରେ ବନ୍ଦ ଥିବା ଗୋପାଳପୁର ବନ୍ଦର ପୁଣି ସ୍ୱାଭାବିକ ହୋଇଛି। ବନ୍ଦରର ନବକଳେବର ପରେ ଆଜିଠାରୁ ଏହା ସବୁ ଦିନିଆ ବନ୍ଦର ଭାବେ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି। ଏହସହ ଶ୍ରୀଲଙ୍କରୁ ଆସିଥିବା ଗ୍ରେସ୍ ନାମକ ଏକ ଜାହାଜ ନୂଆ ବର୍ଥରେ ଲାଗିଛି। ଆଗକୁ ଆଉ ୪ଟି ଜାହଜ ବର୍ଥରେ ଲାଗିବାକୁ ଥିବା ବେଳେ ମାର୍ଚ୍ଚ ୧୭ ସୁଦ୍ଧା ଆଉ ଦୁଇଟି ନୂଆ ବର୍ଥ ମଧ୍ୟ ନିର୍ମାଣ କରାଯିବାର ଯୋଜନା ରହିଛି। ଆଗକୁ ବନ୍ଦରରେ ମାଲ୍ […]

gopal-pur-port-inagurate

gopal-pur-port-inagurate

Rakesh Mallick
  • Published: Saturday, 12 December 2015
  • Updated: 12 December 2015, 03:03 PM IST

Sports

Latest News

ବ୍ରହ୍ମପୁର: ଫାଇଲିନ୍ ପରେ ବନ୍ଦ ଥିବା ଗୋପାଳପୁର ବନ୍ଦର ପୁଣି ସ୍ୱାଭାବିକ ହୋଇଛି। ବନ୍ଦରର ନବକଳେବର ପରେ ଆଜିଠାରୁ ଏହା ସବୁ ଦିନିଆ ବନ୍ଦର ଭାବେ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି। ଏହସହ ଶ୍ରୀଲଙ୍କରୁ ଆସିଥିବା ଗ୍ରେସ୍ ନାମକ ଏକ ଜାହାଜ ନୂଆ ବର୍ଥରେ ଲାଗିଛି। ଆଗକୁ ଆଉ ୪ଟି ଜାହଜ ବର୍ଥରେ ଲାଗିବାକୁ ଥିବା ବେଳେ ମାର୍ଚ୍ଚ ୧୭ ସୁଦ୍ଧା ଆଉ ଦୁଇଟି ନୂଆ ବର୍ଥ ମଧ୍ୟ ନିର୍ମାଣ କରାଯିବାର ଯୋଜନା ରହିଛି।

ଆଗକୁ ବନ୍ଦରରେ ମାଲ୍ ଲୋଡିଂ ଅନଲୋଡିଂ କ୍ଷମତା ୮୦ ହଜାର ଟନକୁ ବୃଦ୍ଧି କରାଯିବ ବୋଲି ବନ୍ଦର କର୍ତ୍ତୃପକ୍ଷ କହିଛନ୍ତି। ପରିବହନ ମନ୍ତ୍ରୀ ରମେଶ ମାଝି ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ଏହାକୁ ଉଦଘାଟନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story