ସେପ୍ଟେମ୍ୱରରେ ବଜାରକୁ ଆସିବ ଆପଲୋ ଆଇଫୋନ୍ ୬ଏସକ୍ସ ଓ ଆଇଫୋନ୍ ୬ଏକ୍ସ ପ୍ଲସ୍

ନୂଆଦିଲ୍ଲୀ:ଆପଲୋ ଆଇଫୋନ୍ ଗ୍ରାହକଙ୍କ ପାଇଁ ଖୁସିଖବର। ଆସନ୍ତା ସେପ୍ଟେମ୍ୱର୧୮ ତାରିଖରେ ଆପଲୋ ଆଇଫୋନ୍ ୬ଏସକ୍ସ ଓ ଆପୋଲ୍ ଆଇଫୋନ୍ ୬ଏକ୍ସ ପ୍ଲସ୍ ବଜାରରେ ବିକ୍ରି ପାଇଁ ଉପଲବ୍ଧ ହେବ। କିଛି ଦିନ ତଳେ ଏହି ଫୋନର ଫଟୋ ସାମ୍ନାକୁ ଆସିଥିଲା। ଆପଲୋର ଏହି ଦୁଇ ଫୋନ୍ ୧୯ ସେପ୍ଟେମ୍ୱରରେ ଲଞ୍ଚ ହେବ ବୋଲି କୁହାଯାଉଥିଲା। ଗତବର୍ଷ ସେପ୍ଟେମ୍ୱରରେ ଆପୋଲର ଆଇଫୋନ୍ ୬ ଓ ଆଇଫୋନ୍ ୬ ପ୍ଲସ୍ ଲଞ୍ଚ ହୋଇଥିଲା। ଏହି ଦୁଇ ଫୋନ୍ ଆପଲୋର ସବୁ […]

iphone-6s

Rakesh Mallick
  • Published: Sunday, 05 July 2015
  • , Updated: 05 July 2015, 09:30 AM IST

ନୂଆଦିଲ୍ଲୀ:ଆପଲୋ ଆଇଫୋନ୍ ଗ୍ରାହକଙ୍କ ପାଇଁ ଖୁସିଖବର। ଆସନ୍ତା ସେପ୍ଟେମ୍ୱର୧୮ ତାରିଖରେ ଆପଲୋ ଆଇଫୋନ୍ ୬ଏସକ୍ସ ଓ ଆପୋଲ୍ ଆଇଫୋନ୍ ୬ଏକ୍ସ ପ୍ଲସ୍ ବଜାରରେ ବିକ୍ରି ପାଇଁ ଉପଲବ୍ଧ ହେବ। କିଛି ଦିନ ତଳେ ଏହି ଫୋନର ଫଟୋ ସାମ୍ନାକୁ ଆସିଥିଲା। ଆପଲୋର ଏହି ଦୁଇ ଫୋନ୍ ୧୯ ସେପ୍ଟେମ୍ୱରରେ ଲଞ୍ଚ ହେବ ବୋଲି କୁହାଯାଉଥିଲା। ଗତବର୍ଷ ସେପ୍ଟେମ୍ୱରରେ ଆପୋଲର ଆଇଫୋନ୍ ୬ ଓ ଆଇଫୋନ୍ ୬ ପ୍ଲସ୍ ଲଞ୍ଚ ହୋଇଥିଲା। ଏହି ଦୁଇ ଫୋନ୍ ଆପଲୋର ସବୁ ଫୋନ୍ ପରି ଭଲ ବ୍ୟବସାୟ କରିଥିଲା। ସେହିଭଳି ବଜାରକୁ ଆସିବାକୁ ଥିବା ନୂଆ ଦୁଇଟି ମଡେଲ୍ ମଧ୍ୟ ଚାହିଦାରେ ରହିବ ବୋଲି କମ୍ପାନୀ କର୍ତ୍ତୃପକ୍ଷ ଆଶା ରଖିଛନ୍ତି।

Related story