ସ୍ନାପଡିଲରେ ୫ ମିନିଟରେ ବିକ୍ରି ହେଲା ୬୦ହଜାର ମ୍ୟାଗିକିଟ୍

ନୂଆଦିଲ୍ଲୀ: ଇ-କମର୍ସ ସାଇଟ୍ ସ୍ନାପଡିଲରେ ୫ ମିନିଟରେ ବିକ୍ରି ହୋଇଛି ୬୦ହଜାର ମ୍ୟାଗି କିଟ୍। ମ୍ୟାଗିରେ ଆବଶ୍ୟକତାଠାରୁ ଅଧିକ ସୀସା ଥିବା ଅଭିଯୋଗ ଆସିବା ପରେ ଗତ ୫ମାସ ହେବ ଏହାର ବିକ୍ରି ବନ୍ଦ ନିର୍ଦ୍ଦେଶ ଦେଇଥିଲେ ବହୁ ରାଜ୍ୟର ସରକାର। ବିଭିନ୍ନ ପରୀକ୍ଷାରେ ପାସ କରିବା ପରେ କେନ୍ଦ୍ର ସରକାର ମ୍ୟାଗି ବିକ୍ରି ଉପରେ ଲଗାଇଥିବା କଟକଣାକୁ ଉଠାଇ ଦେଇଥିଲେ। ଏହାପରେ ନେସଲେ ଇଣ୍ଡିଆ ଓ ଇ-କମର୍ସ ସାଇଟ ସ୍ନାପଡିଲ ମଧ୍ୟରେ ବୁଝାବଣା ହୋଇଥିଲା। ସୂଚନାଯୋଗ୍ୟ, […]

maggi

maggi

Rakesh Mallick
  • Published: Thursday, 12 November 2015
  • Updated: 12 November 2015, 04:18 PM IST

Sports

Latest News

ନୂଆଦିଲ୍ଲୀ: ଇ-କମର୍ସ ସାଇଟ୍ ସ୍ନାପଡିଲରେ ୫ ମିନିଟରେ ବିକ୍ରି ହୋଇଛି ୬୦ହଜାର ମ୍ୟାଗି କିଟ୍। ମ୍ୟାଗିରେ ଆବଶ୍ୟକତାଠାରୁ ଅଧିକ ସୀସା ଥିବା ଅଭିଯୋଗ ଆସିବା ପରେ ଗତ ୫ମାସ ହେବ ଏହାର ବିକ୍ରି ବନ୍ଦ ନିର୍ଦ୍ଦେଶ ଦେଇଥିଲେ ବହୁ ରାଜ୍ୟର ସରକାର।

ବିଭିନ୍ନ ପରୀକ୍ଷାରେ ପାସ କରିବା ପରେ କେନ୍ଦ୍ର ସରକାର ମ୍ୟାଗି ବିକ୍ରି ଉପରେ ଲଗାଇଥିବା କଟକଣାକୁ ଉଠାଇ ଦେଇଥିଲେ। ଏହାପରେ ନେସଲେ ଇଣ୍ଡିଆ ଓ ଇ-କମର୍ସ ସାଇଟ ସ୍ନାପଡିଲ ମଧ୍ୟରେ ବୁଝାବଣା ହୋଇଥିଲା।

ସୂଚନାଯୋଗ୍ୟ, ନୂତନ ଭାବେ ବଜାରକୁ ଆସିଥିବା ମ୍ୟାଗି କିଟରେ ୧୨ଟି ଛୋଟ ପ୍ୟାକେଟ ରହିଛି। ଏହାର ବିକ୍ରି ଗତ ୯ ତାରିଖରୁ ଏହି ସାଇଟରେ ବିକ୍ରି ଆରମ୍ଭ କରିଥିଲା। ୧୦୦ଟି ଟାଉନରେ ୩୦୦ରୁ ଅଧିକ ଡିଷ୍ଟ୍ରିବୁଟର ମ୍ୟାଗିର ନୂତନ ଉତ୍ପାଦକୁ ବିକ୍ରି ପାଇଁ ଚୁକ୍ତି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story