ନେପାଳରେ ଲଞ୍ଚ ହେଲା ଟାଟା ହେକ୍ସା

ନୂଆଦିଲ୍ଲୀ: ଭାରତୀୟ କମ୍ପାନୀ ଟାଟା ମୋଟର୍ସ ପକ୍ଷରୁ ନେପାଳରେ ଲଞ୍ଚ ହୋଇଛି ନୂଆ ଏସ୍‌ୟୁବି ମଡେଲ ଟାଟା ହେକ୍ସା। ୧୧ଟି ଗାଡି ବଜାରକୁ ଆସିବା ପରେ ନେପାଳର ରିଟେଲ ମାର୍କେଟରେ ଏହା ଉପଲବ୍ଧ ହେବ। ନେପାଳରେ ଏହି ଗାଡିର ଦାମ୍‌ ୭୭.୯୫ଲକ୍ଷ ଟଙ୍କା ରହିଛି। ଏହି ଗାଡିରେ ୨.୨ ଲିଟର ବିଶିଷ୍ଟ ଡିଜେଲ ଇଞ୍ଜିନ୍‌ ସଂଲଗ୍ନ ହୋଇ ରହିଛି । ଏହି ଇଞ୍ଜିନ୍‌ ୧୫୬ ପିଏସ୍‌ ପାୱାର ସମ୍ପନ୍ନ ହୋଇଥିବାରୁ ୪୦୦ ନ୍ୟୁଟନ୍‌ ଟାର୍କ ଉତ୍ପନ୍ନ କରିବାକୁ […]

NBT-image

Rakesh Mallick
  • Published: Sunday, 26 November 2017
  • , Updated: 26 November 2017, 04:35 PM IST

ନୂଆଦିଲ୍ଲୀ: ଭାରତୀୟ କମ୍ପାନୀ ଟାଟା ମୋଟର୍ସ ପକ୍ଷରୁ ନେପାଳରେ ଲଞ୍ଚ ହୋଇଛି ନୂଆ ଏସ୍‌ୟୁବି ମଡେଲ ଟାଟା ହେକ୍ସା। ୧୧ଟି ଗାଡି ବଜାରକୁ ଆସିବା ପରେ ନେପାଳର ରିଟେଲ ମାର୍କେଟରେ ଏହା ଉପଲବ୍ଧ ହେବ। ନେପାଳରେ ଏହି ଗାଡିର ଦାମ୍‌ ୭୭.୯୫ଲକ୍ଷ ଟଙ୍କା ରହିଛି।

ଏହି ଗାଡିରେ ୨.୨ ଲିଟର ବିଶିଷ୍ଟ ଡିଜେଲ ଇଞ୍ଜିନ୍‌ ସଂଲଗ୍ନ ହୋଇ ରହିଛି । ଏହି ଇଞ୍ଜିନ୍‌ ୧୫୬ ପିଏସ୍‌ ପାୱାର ସମ୍ପନ୍ନ ହୋଇଥିବାରୁ ୪୦୦ ନ୍ୟୁଟନ୍‌ ଟାର୍କ ଉତ୍ପନ୍ନ କରିବାକୁ ସକ୍ଷମ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଉଛି।

Related story