ମୁମ୍ବାଇ: ସାଇରସ ମିସ୍ତ୍ରୀଙ୍କୁ ଟାଟା ଇଣ୍ଡଷ୍ଟ୍ରିଜର ନିର୍ଦ୍ଦେଶକ ପଦରୁ ବିଦା କରାଯାଇଛି। ଏହି ନିଷ୍ପତ୍ତି ଆଜି ଟାଟା ଇଣ୍ଡଷ୍ଟ୍ରିଜଙ୍କ ଏଜିଏମ୍ ତଥା ଏକଷ୍ଟ୍ରାଅଡିନାରୀ ଜେନେରାଲ ମିଟିଙ୍ଗରେ ନିଆଯାଇଛି।
ସାଇରସଙ୍କୁ ପୂର୍ବରୁ ୨୪ ଅକ୍ଟୋବରରେ କମ୍ପାନୀର ଅଧ୍ୟକ୍ଷ ପଦବୀରୁ ବିଦା କରାଯାଇଥିଲ। ତାଙ୍କ ନିକଟରୁ କମ୍ପାନୀ ସବୁପ୍ରକାର ଅଧିକାର ମଧ୍ୟ ଛଡ଼ାଇ ନେଇଛି। ଅଧ୍ୟକ୍ଷ ପଦରୁ ମିସ୍ତ୍ରୀଙ୍କୁ ହଟାଯିବା ପରେ ୭୮ ବର୍ଷୀୟ ରତନ ଟାଟା ଅଧ୍ୟକ୍ଷ ପଦକୁ ଫେରିଛନ୍ତି। ସାଇରସଙ୍କ ଉପରେ ବୋର୍ଡ ବିଜିନ୍ନ କାରଣରୁ ଅସନ୍ତୁଷ୍ଟ ଥିବା କଥା କୁହାଯାଇଛି। ୪୮ବର୍ଷୟ ମିସ୍ତ୍ରୀ ୪ବର୍ଷ ତଳେ ରତନ ଟାଟାଙ୍କ ଠାରୁ ଅଧ୍ୟକ୍ଷ ଭାର ଗ୍ରହଣ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଆମେରିକା ଏଜେନ୍ସିର ଅଭିଯୋଗ, ୨୦୨୧ରେ ଜଗନ ରେଡ୍ଡୀଙ୍କୁ ଲାଞ୍ଚ ପ୍ରତିଶ୍ରୁତି ଦେଇଥିଲେ ଆଦାନୀ
ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ କମିଶନ (SEC) ଏହି ଅଭିଯୋଗ ଆଣିଛି।
Business
ଦୋହଲିଲା ଆଦାନୀ ସାମ୍ରାଜ୍ୟ; ଶେଆର ବଜାରରେ ଦିନକରେ ୫ ଲକ୍ଷ ୩୫ ହଜାର କୋଟି ବୁଡ଼ିଲା
ଏହି ଘଟଣା ଆଦାନୀଙ୍କ ବ୍ୟବସାୟ ସାମ୍ରାଜ୍ୟକୁ ସମ୍ପୂର୍ଣ୍ଣ ଦୋହଲାଇ ଦେଇଥିବା ବେଳେ ଭାରତୀୟ ଶେଆର ବଜାରରେ ହୋଇଛି ପ୍ରଚଣ୍ଡ ବିସ୍ଫୋରଣ।
Business
ଆଦାନୀ ଲାଞ୍ଚ ମାମଲା: ଆମେରିକା ଅଭିଯୋଗ ତାଲିକାରେ ଅଛି ଓଡ଼ିଶା
ଗୌତମ ଆଦାନୀଙ୍କ ସମେତ ଭାରତର ଚାରିଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ଆମେରିକା କୋର୍ଟଙ୍କ ଅଭିଯୋଗ ତାଲିକାରେ ଅଛି।
Business
ଆମେରିକା କୋର୍ଟଙ୍କ ଗିରଫ ୱାରେଣ୍ଟ ପରେ ପ୍ରତିକ୍ରିୟା ରଖିଲା ଆଦାନୀ ଗ୍ରୁପ୍
ଆମେରିକା କୋର୍ଟଙ୍କ ଗିରଫ ୱାରେଣ୍ଟ ପରେ ଆଦାନୀ ଗ୍ରୁପର ଷ୍ଟକ୍ ମୂଲ୍ୟ ହ୍ରାସ ପାଇଛି।
Business
ଇଣ୍ଡିଆ ଫୋର୍ବସ ତାଲିକାରେ ସ୍ଥାନ ପାଇଥିବା OTVକୁ ମିଳିଲା ସମ୍ମାନ
ଆଗାମୀ ଦିନରେ ବି ଏମିତି ଉପରେ ରହିବୁ ବୋଲି ଆଶା ଥିବା କହିଛନ୍ତି ଓଟିଭି ନେଟୱର୍କର ଏମ୍ଡି ଜଗି ମଙ୍ଗତ ପଣ୍ଡା।