ଜାନୁୟାରୀ ୫ରୁ ଟାଟା ଷ୍ଟିଲ୍ ଓଡ଼ିଶା ଉତ୍ସବ

ଭୁବନେଶ୍ୱର: ଆସନ୍ତା ଜାନୁୟାରୀ ୫ରୁ ୧୦ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଟାଟା ଷ୍ଟିଲ ଓଡ଼ିଶା ଉତ୍ସବ ଅନୁଷ୍ଠିତ ହେବ। ଏଥିରେ ୫ ରୁ ୭ ତାରିଖ ପର୍ଯ୍ୟନ୍ତ ଲଳିତ କଳା ଏକାଡେମୀଠାରେ ଅନୁଷ୍ଠିତ ହେବ ଆର୍ଟ ଇନ୍ ଇଣ୍ଡଷ୍ଟ୍ରି କ୍ୟାମ୍ପ। ଏଥିରେ ବିଶିଷ୍ଟ ଚିତ୍ରଶିଳ୍ପୀ ଜତୀନ ଦାସ ଓ ବିନୋଦ ଶର୍ମାଙ୍କ ସହିତ ଓଡ଼ିଶାରୁ ୧୪ ଜଣ ଚିତ୍ରଶିଳ୍ପୀ ଯୋଗଦେବେ। ସେହିଭଳି ୯ ଓ ୧୦ ତାରିଖରେ ହେବାକୁ ଥିବା ଲିଟରାରୀ ମିଟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶ, […]

tata

tata

Rakesh Mallick
  • Published: Thursday, 31 December 2015
  • Updated: 31 December 2015, 03:26 PM IST

Sports

Latest News

ଭୁବନେଶ୍ୱର: ଆସନ୍ତା ଜାନୁୟାରୀ ୫ରୁ ୧୦ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଟାଟା ଷ୍ଟିଲ ଓଡ଼ିଶା ଉତ୍ସବ ଅନୁଷ୍ଠିତ ହେବ। ଏଥିରେ ୫ ରୁ ୭ ତାରିଖ ପର୍ଯ୍ୟନ୍ତ ଲଳିତ କଳା ଏକାଡେମୀଠାରେ ଅନୁଷ୍ଠିତ ହେବ ଆର୍ଟ ଇନ୍ ଇଣ୍ଡଷ୍ଟ୍ରି କ୍ୟାମ୍ପ। ଏଥିରେ ବିଶିଷ୍ଟ ଚିତ୍ରଶିଳ୍ପୀ ଜତୀନ ଦାସ ଓ ବିନୋଦ ଶର୍ମାଙ୍କ ସହିତ ଓଡ଼ିଶାରୁ ୧୪ ଜଣ ଚିତ୍ରଶିଳ୍ପୀ ଯୋଗଦେବେ।

ସେହିଭଳି ୯ ଓ ୧୦ ତାରିଖରେ ହେବାକୁ ଥିବା ଲିଟରାରୀ ମିଟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶ, ଦେବିଦତ୍ତ ପଟ୍ଟନାୟକ ଓ ରାଜଦୀପ ସରଦେଶାଇ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଏହାସହ ୧୦ ତାରିଖରେ କଳିଙ୍ଗ ଷ୍ଟାଡିୟମରୁ ୫, ୧୦ ଓ ୨୧ କିଲୋମିଟର ଦୂରତାକୁ ନେଇ ଏକ ହାଫ୍ ମାରାଥନ ଅନୁଷ୍ଠିତ ହେବ। ପ୍ରତି ବିଭାଗର ବିଜେତାଙ୍କୁ ପୁରସ୍କୃତ କରାଯିବ ବୋଲି ଟାଟା ଷ୍ଟିଲ ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀରେ କୁହାଯାଇଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos