ବିଶ୍ୱର ସର୍ବାଧିକ ବିକ୍ରି ହେଉଥିବା ସ୍ମାର୍ଟ ଫୋନ୍

ସ୍ମାର୍ଟଫୋନ ବଜାରରେ ଆପଲ କମ୍ପାନୀର ଭାଉ। ଗତ ଦେଢମାସରେ ଆପଲ କମ୍ପାନୀର ସ୍ମାର୍ଟଫୋନ ଚାହିଦା ସାମସଙ୍ଗଠାରୁ ବଳିଯାଇଛି। ଦେଶର ୧ ନମ୍ବର ବ୍ରାଣ୍ଡର ସ୍ମାର୍ଟ ଫୋନ କୁହାଯାଉ ଥିବା କୁହାଯାଉଥିବା ସାମସଙ୍ଗ ଏବେ ଟିକେ ପଛରେ ପଡ଼ିଯାଇଛି। ୨୦୧୬ରୁ ଆଇଏଚଏସ ରିପୋର୍ଟ ଅନୁଯାୟୀ ଆପଲ ଆଇ ଫୋନ୬ଏସ ର ଚାହିଦା ଅଧିକ ରହିଛି। ଯାହା ସବୁଠୁ ଅଧିକ ବିକ୍ରି ତାଲିକାରେ ରହିଛି। ତେବେ ଜାଣନ୍ତୁ କେଉଁ କେଉଁ ସ୍ମାର୍ଟ ଫୋନ୍ ଗୁଡ଼ିକ ସର୍ବାଧିକ ବିକ୍ରି ତାଲିକାରେ ରହିଛି। […]

mobile

mobile

Rakesh Mallick
  • Published: Monday, 03 April 2017
  • Updated: 03 April 2017, 10:18 PM IST

Sports

Latest News

ସ୍ମାର୍ଟଫୋନ ବଜାରରେ ଆପଲ କମ୍ପାନୀର ଭାଉ। ଗତ ଦେଢମାସରେ ଆପଲ କମ୍ପାନୀର ସ୍ମାର୍ଟଫୋନ ଚାହିଦା ସାମସଙ୍ଗଠାରୁ ବଳିଯାଇଛି। ଦେଶର ୧ ନମ୍ବର ବ୍ରାଣ୍ଡର ସ୍ମାର୍ଟ ଫୋନ କୁହାଯାଉ ଥିବା କୁହାଯାଉଥିବା ସାମସଙ୍ଗ ଏବେ ଟିକେ ପଛରେ ପଡ଼ିଯାଇଛି। ୨୦୧୬ରୁ ଆଇଏଚଏସ ରିପୋର୍ଟ ଅନୁଯାୟୀ ଆପଲ ଆଇ ଫୋନ୬ଏସ ର ଚାହିଦା ଅଧିକ ରହିଛି। ଯାହା ସବୁଠୁ ଅଧିକ ବିକ୍ରି ତାଲିକାରେ ରହିଛି। ତେବେ ଜାଣନ୍ତୁ କେଉଁ କେଉଁ ସ୍ମାର୍ଟ ଫୋନ୍ ଗୁଡ଼ିକ ସର୍ବାଧିକ ବିକ୍ରି ତାଲିକାରେ ରହିଛି।

ଆପଲ ଆଇଫୋନ୬ଏସ

୨୦୧୬ରେ ଏହାର ଅଧିକ ଚାହିଦା ଥିଲା।  ୨୦୧୫ସେପ୍ଟେମ୍ବରେ ଏହା ଲଞ୍ଚ ହୋଇଥିଲା। ଏହାର ଦାମ ହେଉଛି ୩୮,୦୦୦ ଟଙ୍କା। ଏହାର ଏ୯ ପ୍ରୋସେସର,୩ଡି ଟଚ୍,୨ଜବି ରାମ, ୧୨ ମେଗାପିକ୍ସଲ କ୍ୟାମେରା (ବ୍ୟାକ୍), ୫ ମେଗା ପିକ୍ସଲ(ଫ୍ରଣ୍ଟ)

ଆପଲଆଇଫୋନ-୭

ଦ୍ୱିତୀୟ ସର୍ବାଧିକ ସ୍ମାର୍ଟ ଫୋନ ବିକ୍ରି ହେଉଛି ଆପଲଆଇଫୋନ-୭। ଏହା ୨୦୧୬ ଅକ୍ଟୋବର ମାସରେ ଲଞ୍ଚ ହୋଇଥିଲା। ଏହାର ଦାମ ୫୦,୦୦୦ ଟଙ୍କାରୁ ଆରମ୍ଭ ହେଉଛି।  ଏହାର ୩ଡି ଟଚ୍ ଏବଂ ଏଚଡି ଡିସପ୍ଲେ ସହ ଅନ୍ୟାନ୍ୟ ଫିଚର ରହିଛି।

ଆପଲଆଇଫୋନ-୭ ପ୍ଲସ

ତୃତୀୟ ସ୍ଥାନରେ ରହିଛି ଆପଲଆଇଫୋନ-୭ ପ୍ଲସ।  ଏହାର ଦାମ  ପାଖାପାଖି ୬୦ ହଜାର ଟଙ୍କାରୁ ଆରମ୍ଭ ହେଉଛି। ଏହାର ୫.୫ ଇଞ୍ଚ ଡିସପ୍ଲେ , ଏ୧୦ଫ୍ୟୁଜନ ପ୍ରୋସେସର ଏବଂ ୨ ଜିବି ରାମ, ଶକ୍ତିଶାଳୀ କ୍ୟାମେରା ବ୍ୟାକ୍ ୧୨ ଓ ଫ୍ରଣ୍ଟ ୭ ମେଗାପିକ୍ସଲ କ୍ୟାମେରା ରହିଛି।

ଆପଲଆଇଫୋନ୍ ୬ଏସ ପ୍ଲସ

ସର୍ବାଧିକ ବିକ୍ରି ତାଲିକାରେ ଏହା ୪ର୍ଥ ସ୍ଥାନରେ ରହିଛି। ୪୪,୦୦୦ ଟଙ୍କାରେ ଏହା ଉପଲବ୍ଧ। ଏହାର କ୍ୟାମେରା ଓ ବ୍ୟାଟେରି କେପାସିଟି ଉନ୍ନତମାନର। ଏହାର ବ୍ୟାଟେରୀ ହେଉଛି ୨୭୫୦ଏମଏଏଚ।

ସାମସଙ୍ଗଗାଲାକ୍ସି ଏସ୭ ଏଜ୍

ଏହି ସ୍ମାର୍ଟ ଫୋନ୍ ବିଶ୍ୱର ସର୍ବାଧିକ ବିକ୍ରି ତାଲିକାରେ ୫ ନମ୍ବର ସ୍ଥାନରେ ରହିଛି। ମାର୍ଚ୍ଚ ୨୦୧୬ରେ ଏହା ଲଞ୍ଚ ହୋଇଥିଲା। ବର୍ତ୍ତମାନ ଏହା ୪୪୦୦୦ ଟଙ୍କାରେ ଉପଲବ୍ଧ। ସ୍କ୍ରିନ୍‌ ୫.୫ ଇଞ୍ଚ ଥିବା ବେଳେ ବ୍ୟାଟେରୀ ବ୍ୟାକଅପ୍ ୩୬୦୦ଏମଏଚ, ଓଜନ ୧୫୭ ଗ୍ରାମ, ହାଇ ରିଜଲ୍ୟୁସନ ଡିସପ୍ଲେ, ,୧୨ ଏମପି ବ୍ୟାକ୍ କ୍ୟାମେରା ଓ ୫ ଏମପି ସେଲଫି କ୍ୟାମେରା ସହ ଅନ୍ୟାନ୍ୟ ଫିଚର ରହିଛି।

ସାମସଙ୍ଗ ଗାଲାକ୍ସି ଜେ୩(୨୦୧୬)

ଏହା ୬ ନମ୍ବର ତାଲିକାରେ ରହିଛି। ଗତ ବର୍ଷ ମାର୍ଚ୍ଚ ମାସରେ ଏହା ଲଞ୍ଚ ହୋଇଥିଲା। ଲଞ୍ଚ ବେଳେ ଏହାର ଦର ଥିଲା ୮୯୯୦।  ଏଥିରେ ଏସ ବାଇକ୍ ମୋଡ ବୋଲି ଏକ ନୂଆ ଫିଚର ରହିଛି। ଏଥିରେ ୫ଇଞ୍ଚ ଏଚଡି ଡିସପ୍ଲେ ରହିଛି। ସେହିପରି ଏଥିରେ ଅନ୍ୟାନ୍ୟ ଫିଚର ରହିଛି।

ଓପୋ ଏ୫୩

ଏହି ଫୋନ୍‌  ୨୦୧୫ ଡିସେମ୍ବର ମାସରେ ଲଞ୍ଚ ହୋଇଥିଲା।  ଏହା ୧୯୦୦୦ ଟଙ୍କାରେ ଉପଲବ୍ଧ। ୨ ଜିବି ରାମ ସହ ୩,୦୭୫ ଏମଏଏଚ ବ୍ୟାଟେରୀ ଓ ଅନ୍ୟାନ୍ୟ ଫିଚର ରହିଛି।

ସାମସଙ୍ଗ ଗାଲାକ୍ସି ଜେ୫(୨୦୧୬)

ଏହି ଫୋନ୍ ସର୍ବାଧିକ ବିକ୍ରି ତାଲିକାରେ ୮ ନମ୍ବର ସ୍ଥାନରେ ରହିଛି। ଏହା ୪ଜି ହୋଇଥିବା ବେଳେ ୪୧୦ପ୍ରୋସେସର,୨ଜିବି ରାମ,୩୧୦୦ଏମଏଚ ବ୍ୟାଟେରୀ ସହ  ଅନ୍ୟାନ୍ୟ ଫିଚର ରହିଛି। ଭାରତରେ ଏହା ୧୦ ହଜାର ଟଙ୍କାରେ ଉପଲବ୍ଧ।

ସାମସଙ୍ଗ ଗାଲାକ୍ସି ଏସ୭

ଏହା ୯ ନମ୍ବର ତାଲିକାରେ ରହିଛି। ଗତ ବର୍ଷ ମାର୍ଚ୍ଚ ମାସରେ ଏହା ଲଞ୍ଚ ହୋଇଥିଲା। ବର୍ତ୍ତମାନ ଏହା ୪୦ ହଜାର ଟଙ୍କାରେ ଉପଲବ୍ଧ।  ୩୦୦୦ ଏମଏଚ ବ୍ୟାଟେରୀ ଥିବା ବେଳେ ୪ଜବି ରାମ,୧୨ ଏମପି ଡ୍ୟୁଆଲ ପିକ୍ସେଲ ରିଅର କ୍ୟାମେରା ଓ ୫ ଏମପି ସେଲଫି କ୍ୟାମେରା ରହିଛି।  ଏଥିସହ ଏଥିରେ ଅନ୍ୟାନ୍ୟ ଫିଚର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story