ଭାରତରେ ଲଞ୍ଚ୍ ହେଲା Vivo V17 Pro

ନୂଆଦିଲ୍ଲୀ: ଭାରତରେ ଆଜି ଲଞ୍ଚ୍ ହୋଇଛି  Vivo V17 Pro ସ୍ମାର୍ଟଫୋନ୍‌। ଗ୍ରାହକମାନେ ଏହାକୁ ଫ୍ଲିପ୍‌କାର୍ଟରୁ କିଣି ପାରିବେ। ଏହାର ମୂଲ୍ୟ ୨୯,୯୯୦ ଟଙ୍କା ରହିଛି। Vivo V17 Proର ଫିଚର୍‌ ଫ୍ରଣ୍ଟରେ ୩୨ ମେଗାପିକ୍ସେଲ୍‌ ଓ ୮ମେଗାପିକ୍ସେଲ୍‌ ଡୁଆଲ୍‌ ସେଲ୍‌ଫି ପପ୍‌-ଅପ୍‌ ସେଲ୍ଫି କ୍ୟାମେରା ସେଟଅପ୍‌ ରହିଛି। ଏଥିରେ ଆପଣ ସୁପର ନାଇଟ୍‌ ସେଲ୍ଫି ନେଇପାରିବେ।  ୧୦୫ ଡିଗ୍ରୀ ୱାଇଡ୍‌ ଆଙ୍ଗେଲ୍‌ ଲେନ୍ସ  ୧୬.୪୪ ଇଞ୍ଚ୍‌ E3 super amoled ଡିସ୍‌ପ୍ଲେ  ୮ ଜିବି ରାମ୍‌ […]

vivo56453

vivo56453

Puspanjali Panda
  • Published: Friday, 20 September 2019
  • Updated: 20 September 2019, 01:42 PM IST

Sports

Latest News

ନୂଆଦିଲ୍ଲୀ: ଭାରତରେ ଆଜି ଲଞ୍ଚ୍ ହୋଇଛି  Vivo V17 Pro ସ୍ମାର୍ଟଫୋନ୍‌। ଗ୍ରାହକମାନେ ଏହାକୁ ଫ୍ଲିପ୍‌କାର୍ଟରୁ କିଣି ପାରିବେ। ଏହାର ମୂଲ୍ୟ ୨୯,୯୯୦ ଟଙ୍କା ରହିଛି।

Vivo V17 Proର ଫିଚର୍‌

  • ଫ୍ରଣ୍ଟରେ ୩୨ ମେଗାପିକ୍ସେଲ୍‌ ଓ ୮ମେଗାପିକ୍ସେଲ୍‌ ଡୁଆଲ୍‌ ସେଲ୍‌ଫି ପପ୍‌-ଅପ୍‌ ସେଲ୍ଫି କ୍ୟାମେରା ସେଟଅପ୍‌ ରହିଛି। ଏଥିରେ ଆପଣ ସୁପର ନାଇଟ୍‌ ସେଲ୍ଫି ନେଇପାରିବେ।
  •  ୧୦୫ ଡିଗ୍ରୀ ୱାଇଡ୍‌ ଆଙ୍ଗେଲ୍‌ ଲେନ୍ସ
  •  ୧୬.୪୪ ଇଞ୍ଚ୍‌ E3 super amoled ଡିସ୍‌ପ୍ଲେ
  •  ୮ ଜିବି ରାମ୍‌
  • ୧୨୮ ଜିବି ଷ୍ଟୋରେଜ୍‌
  • ୪୧୦୦ ଏମ୍‌ଏଚ୍‌ ବ୍ୟାଟେରୀ
  • ଏହାର ପଛରେ ୪୮ ମେଗାପିକ୍ସେଲର ପ୍ରାଇମେରୀ କ୍ୟାମେରା, ୮ ମେଗାପିକ୍ସେଲ୍‌ ସେକେଣ୍ଡାରୀ କ୍ୟାମେରା ସହ ୧୩ ମେଗାପିକ୍ସେଲ୍‌ ଟେଲିଫୋଟୋ କ୍ୟାମେରା ରହିଛି। ଏହା ସହିତ ଏଥିରେ ୨ ମେଗାପିକ୍ସେଲ୍‌ର ଡେପ୍‌ଥ ସେନ୍‌ସର୍‌ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos