ଏ ରକ୍ତାକ୍ତ ସଂଘର୍ଷର ଅନ୍ତ କେବେ ?

ବଢୁଛି ବିପତ୍ତିର ଆଶା.. ପଞ୍ଚମ ଦିନରେ ପହଞ୍ଚିଛି ୟୁକ୍ରେନ ଉପରେ ରୁଷର ଆକ୍ରମଣ। ୟୁକ୍ରେନ୍‌ ଓ ରୁଷ ମଧ୍ୟରେ ଲାଗିରହିଛି ଆରପାର ଲଢ଼େଇ । ଆକ୍ରମଣ ବେଳେ ରୁଷର ୪,୩୦୦ ସୈନ୍ୟଙ୍କର ମୃତ୍ୟୁ ଘଟିଛି ବୋଲି ଦାବି କରିଛନ୍ତି ୟୁକ୍ରେନ୍‌ର ଉପପ୍ରତିରକ୍ଷା ମନ୍ତ୍ରୀ ହାନ୍ନା ମଲୟର୍‌ ।