ଜଳିଗଲା ଶୋ’ ରୁମ

ବାଙ୍କୀ ବଜାର ତଥା ମା ଚର୍ଚ୍ଚିକାଙ୍କ ମନ୍ଦିର ନିକଟରେ ରହିଛି ୟାମା କମ୍ପାନୀର ବାଇକ ଶୋ ରୁମ। ଶୋ’ ରୁମ ଭିତରେ ଥିବା ନୂଆ ବାଇକ ସବୁ ବି ଜଳି ଯାଇଛି।