ବ୍ରିଜ ଉପରେ ସ୍କୁଟି-ବାଇକକୁ ପିଟିଲା କାର

ବ୍ରିଜ ଉପରେ ସ୍କୁଟି-ବାଇକକୁ ପିଟିଲା କାର। ଚାଲିଗଲା ୨ ଜୀବନ। ବୌଦ୍ଧ ମହାନଦୀ ବ୍ରିଜ ଉପରେ ଘଟିଛି ଏମିତି ଘଟଣା।