ମାଡି ଆସୁଥିଲା ଦନ୍ତା …

ଜଣେ ଫରେଷ୍ଟ ଗାର୍ଡ ଅତ୍ୟନ୍ତ ବାହାଦୁରୀ ଦେଖାଇ ଫସଲ ନଷ୍ଟ କରୁଥିବା ହାତୀ କୁ କେବଳ ମଶାଲ ଦେଖେଇ ଜଙ୍ଗଲ ଜଙ୍ଗଲକୁ ଘଉଡେଇବା ପାଇଁ ସକ୍ଷମ ହେଇଛନ୍ତି । ଗାର୍ଡ ଜଣଙ୍କ ହେଲେ ଚିତ୍ତ ରଞ୍ଜନ ମିରି । ଚଡଚଡି ଓ ଅଙ୍ଗାବିରା ଗାଁ ମଝିରେ ଏକ ଦନ୍ତା ହାତୀ ଆସି ଫସଲ ଖାଇବା ସହ ନଷ୍ଟ କରିବା ଆରମ୍ଭ କରିଦେଲା । ଖବର ପାଇ ଚିତ୍ତ ରଞ୍ଜନ ତାଙ୍କର ହାତୀ ସ୍କ୍ବାଡ଼ ର କିଛି ୱାଚର ଙ୍କୁ ଧରି ଘଟଣା ସ୍ଥଳରେ ପହଁଚିଲେ