ସୈନିକ ଆଖିରେ ଲୁହ

ଯୁଦ୍ଧ ଭୂମିରେ ସୈନିକ ଆଖିରେ ଲୁହ ..ଏ ଦୃଶ୍ୟ ପଛର କାହାଣୀ ଶୁଣିଲେ ଆପଣ ମଧ୍ୟ କିଛି ସମୟ ପାଇଁ ଭାବପ୍ରବଣ ହୋଇଯିବେ , ଘମାଘୋଟ ଯୁଦ୍ଧ ଭିତରେ ଭୋ ଭୋ ହୋଇ କାନ୍ଦୁଛନ୍ତି ରୁଷର ଜଣେ ସୈନ୍ୟ।