କଏଦ ହେଲା ନାଗ ନାଗୁଣୀଙ୍କ ଖେଳ

<p>ଢେଙ୍କାନାଳ ମ୍ୟୁନିସିପାଲିଟି ରାମେଶ୍ୱରପୁର ନିକଟରେ ଦେଖିବାକୁ ମିଳିଛି ଏକ ବିରଳ ଦୃଶ୍ୟ।ବସ୍ତି ନିକଟକୁ ଲାଗି ରହିଥିବା ଏକ ବୁଦା ଭିତରେ ଦୁଇଟି ନାଗ ଓ ନାଗୁଣୀ ମନଭରି ଖେଳୁଥିବାର ଦୃଶ୍ୟ କଏଦ ହୋଇଛି କ୍ୟାମେରାରେ।ଯାହାକୁ ଦେଖିବା ପାଇଁ ଲୋକଙ୍କ ଭିତରେ ପ୍ରବଳ ଉତ୍କଣ୍ଠା ଲାଗି ରହିଥିଲା।</p>

Ordigital Desk
  • Published: Monday, 10 January 2022
  • Updated: 10 January 2022, 05:03 PM IST

Sports

Latest News

<p>ଢେଙ୍କାନାଳ ମ୍ୟୁନିସିପାଲିଟି ରାମେଶ୍ୱରପୁର ନିକଟରେ ଦେଖିବାକୁ ମିଳିଛି ଏକ ବିରଳ ଦୃଶ୍ୟ।ବସ୍ତି ନିକଟକୁ ଲାଗି ରହିଥିବା ଏକ ବୁଦା ଭିତରେ ଦୁଇଟି ନାଗ ଓ ନାଗୁଣୀ ମନଭରି ଖେଳୁଥିବାର ଦୃଶ୍ୟ କଏଦ ହୋଇଛି କ୍ୟାମେରାରେ।ଯାହାକୁ ଦେଖିବା ପାଇଁ ଲୋକଙ୍କ ଭିତରେ ପ୍ରବଳ ଉତ୍କଣ୍ଠା ଲାଗି ରହିଥିଲା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos