କନିଆଁ ଗାଡ଼ିକୁ ପିଟିଲା ଟ୍ରକ

<p>ଗତକାଲି ବିଳମ୍ବିତ ରାତିରେ ନବରଙ୍ଗପୁରରୁ କନିଆଁ ନେଇ ଛତିଶଗଡ ଫେରୁଥିବା ଏହି ବୋଲେରୋଟି ଆମପାଣି ଥାନା ଭୁର୍ଷାଗୁଡା ନିକଟରେ ସାମ୍ନା ପଟୁ ଆସୁଥିବା ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବୋଲେରୋରେ ଥିବା ବର କନିଆଁ ସମେତ ୫ ଜଣ ଗୁରୁତର ହୋଇଥିଲେ। ଡ୍ରାଇଭରଙ୍କର ମୃତ୍ୟୁ ଘଟିଥିଲା।</p>

Ordigital Desk
  • Published: Sunday, 02 January 2022
  • Updated: 02 January 2022, 02:46 PM IST

Sports

Latest News

<p>ଗତକାଲି ବିଳମ୍ବିତ ରାତିରେ ନବରଙ୍ଗପୁରରୁ କନିଆଁ ନେଇ ଛତିଶଗଡ ଫେରୁଥିବା ଏହି ବୋଲେରୋଟି ଆମପାଣି ଥାନା ଭୁର୍ଷାଗୁଡା ନିକଟରେ ସାମ୍ନା ପଟୁ ଆସୁଥିବା ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବୋଲେରୋରେ ଥିବା ବର କନିଆଁ ସମେତ ୫ ଜଣ ଗୁରୁତର ହୋଇଥିଲେ। ଡ୍ରାଇଭରଙ୍କର ମୃତ୍ୟୁ ଘଟିଥିଲା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos