ଖାଇଗଲେ ୪୦ ବସ୍ତା…

<p>ଧାନ ବସ୍ତା ବୋହିନେଲେ ହାତୀ। ଗୋଟିଏ କି ଦୁଇଟି ନୁହେଁ, ୪୦ ବସ୍ତା ଧାନ। ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ମୁଣ୍ଡେଇଲୋ ଗାଁରେ ତାଣ୍ଡବ ସୃଷ୍ଟି କରିଛନ୍ତି ହାତୀ ପଲ ।</p>

Ordigital Desk
  • Published: Saturday, 01 January 2022
  • Updated: 01 January 2022, 08:57 PM IST

Sports

Latest News

<p>ଧାନ ବସ୍ତା ବୋହିନେଲେ ହାତୀ। ଗୋଟିଏ କି ଦୁଇଟି ନୁହେଁ, ୪୦ ବସ୍ତା ଧାନ। ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ମୁଣ୍ଡେଇଲୋ ଗାଁରେ ତାଣ୍ଡବ ସୃଷ୍ଟି କରିଛନ୍ତି ହାତୀ ପଲ ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos