ଛାତ୍ରାବାସରେ ଆଖି ବୁଜିଲେ ଛାତ୍ର

<p>ଶୁକ୍ରବାର ଦିନ ପୁଅ ଫୋନ କରିଥିଲା। କହିଥିଲା ଲକଡାଉନ ହେଉଛି। ଘରକୁ ଯିବି ଭାରି। ରବିବାର ଦିନ ଘରେ ପହଞ୍ଚିବି। ପରିବାର ଲୋକେ ପୁଅର ଆସିବା ବାଟକୁ ଚାହିଁ ରହିଥିଲେ। ହେଲେ ବିଳମ୍ବିତ ରାତିରେ ଖବର ଆସିଲା ପୁଅ ଆଉ ନାହିଁ।</p>

Ordigital Desk
  • Published: Monday, 10 January 2022
  • Updated: 10 January 2022, 10:58 AM IST

Sports

Latest News

<p>ଶୁକ୍ରବାର ଦିନ ପୁଅ ଫୋନ କରିଥିଲା। କହିଥିଲା ଲକଡାଉନ ହେଉଛି। ଘରକୁ ଯିବି ଭାରି। ରବିବାର ଦିନ ଘରେ ପହଞ୍ଚିବି। ପରିବାର ଲୋକେ ପୁଅର ଆସିବା ବାଟକୁ ଚାହିଁ ରହିଥିଲେ। ହେଲେ ବିଳମ୍ବିତ ରାତିରେ ଖବର ଆସିଲା ପୁଅ ଆଉ ନାହିଁ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos